ଆସିକା,୨୧/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସିକା ଥାନା ନିରାଳ ଗାଁରେ ପରିବାରର ତିନି ଜଣ ସଦସ୍ୟଙ୍କୁ ସଂଘବଧ ଭାବେ ଆକ୍ରମଣ ।ପରିବାରର ବାପା-ପୁଅ ଏବଂ ଦାଦା ଆହତ ହୋଇ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି । ଏବଂ ଘଟଣା ସଂପର୍କରେ ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




