ମୟୁରଭଞ୍ଜ,୧୯/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ଵାର ଶୁଣି ଘାଟିରେ କାର ଉପରେ ଓଲଟି ପଡ଼ିଲା ଶ୍ରୀ ଗଣେଶ ନାମକ ବସ୍ । ଏଥିରେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଏବଂ ଉକ୍ତ ବସ୍ ଟି ତିରିଙ୍ଗିରୁ ବାରିପଦା ଆସୁଥିଲା l




