ବ୍ରହ୍ମପୁର,୦୯/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ l ଏହି ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କ ପାଦଯୁଗଳରେ ପ୍ରଣିପାତ ପୂର୍ବକ, ତାଙ୍କ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଜୟଗାନ କରିବା । ଏବଂ ସେ ଥିଲେ ତ୍ୟାଗ, ସେବା, ସଂଗ୍ରାମ ଓ ସାଧନାର ଏକ ଅଲିଭା ସ୍ବାକ୍ଷର।




