କୁକୁଡ଼ାଖଣ୍ଡି କଂଗ୍ରେସ ପକ୍ଷରୁ ସଙ୍ଗଠନ ସୁଜନ୍ ଅଭିଯାନ ଅନୁଷ୍ଟିତ l

କୁକୁଡ଼ାଖଣ୍ଡି ,୦୯/୯(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ନିକଟରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପାର୍ଥୀ ଶାକା ସୁଜିତ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ କଂଗ୍ରେସର ସଙ୍ଘଟନ ସୁଜନ ଅଭିଯାନ ଅନୁଷ୍ଟିତ ହୋଇଯାଇଛି l ଏହା ଦେଶର ମୂଖ୍ୟ ବିରୋଧି ଦଳର ନେତା ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଭାପତି ଭକ୍ତ ଦାସଙ୍କ ଆଦେଶ ଅନୁଯାୟୀ ସାରା ରାଜ୍ୟର କଣ ଅନୁକୋଣ ରେ କଂଗ୍ରେସର ନେତା କର୍ମୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ସହ ନିଜ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ଭିତ୍ତିକ ସେବା, ଯୋଗାଇଦେବା ସହ ଆଗାମୀ ଦିନ ରେ ଯେପରି କଂଗ୍ରେସ ଦଳ ସଂଘଟିତ ହୋଇ ଦଳର ଆଭିମୁଖ୍ୟ ସୁଦୃଡ ସହ ମଜବୁତ୍ କରିବା ବିଷୟରେ ପର୍ଯବେକ୍ଷକ ମାନେ ନିଜ ନିଜ ର ଅଭିଜ୍ଞତା ଉପରେ ସଚତନତା ସୃଷ୍ଟି କରିଥିଲେ l ଏହି ଅଭିଯାନରେ ଅଞ୍ଚଳର ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତା, ସମର୍ଥକ, ଓ ସଦସ୍ୟ ଏକ ସଂଯୁକ୍ତ ପ୍ରଚେଷ୍ଟା ଆରମ୍ଭ କରି, ଗ୍ରାମ ଗ୍ରାମକୁ ଯାଇ ସ୍ଥାନୀୟ ଲୋକମାନଙ୍କ ସହ ସାକ୍ଷାତକାର, ଆଲୋଚନା, ଏବଂ ସମସ୍ୟା ସମାଧାନ ଶୁଣିବା କାର୍ଯ୍ୟ କରୁଛନ୍ତି। ଏହି ପ୍ରଚାର-ପ୍ରସାର ଅଭିଯାନ ମାଧ୍ୟମରେ ସେମାନେ ଲୋକମାନଙ୍କୁ କଂଗ୍ରେସର ନୀତି, ଲକ୍ଷ୍ୟ ଓ ଭବିଷ୍ୟତ ପ୍ରସ୍ତାବ ବିଷୟରେ ସୂଚିତ କରୁଛନ୍ତି । କଂଗ୍ରେସ ପ୍ରତି ନିଷ୍ଠା ଏବଂ ଲୋକସେବାର ଉଦ୍ଦେଶ୍ୟ ପ୍ରକାଶ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଜିଲ୍ଲା ସଭାପତି ଚୟନପାଇଁ -ଏ ଆଈ ସିସି-ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶରେ ରାଜସ୍ଥାନରୁ ଆସିଥିବା ରାମଲାଲ ଯାଟ(ଗଞ୍ଜାମ ଜିଲ୍ଲା କଂଗ୍ରେସ ପ୍ରଭାରୀ), ପିସିସି – ଯାକୋବ ପ୍ରଧାନ,ବିଜ୍ଞାନ ନାୟକ,ସରୋଜ ପ୍ରଧାନ, ଟୋଲୋକେଶ୍ୱର୍ ନାୟକ ତ୍ରିନାଥ ବେହେରା (ପୂର୍ବତନ ଗୋପାଳପୁର ବିଧାୟକ ପର୍ଥି),ରାମନାଥ ସାହୁ, ବୃନ୍ଦାବନ ଖଟାଇ,ରୁଦ୍ରପ୍ରସଦ ଖଟୁଆ,ସୁନିଲ ମାହାଙ୍କୁଡ଼,ବନଜା ପଣ୍ଡା,ଦିଲ୍ଲୀପ ପାତ୍ରଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ ।

ଦଳ ଚେଷ୍ଟା କରିବେ ଯେ ଏହି ଅଞ୍ଚଳର ଲୋକମାନଙ୍କ ସମସ୍ୟା ସମାଧାନ ହେଉଁ, ଓ ସେମାନଙ୍କ ସହ ନିକଟ ସମ୍ପର୍କ ସ୍ଥାପିତ ହେଉ । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ପ୍ରଚେଷ୍ଟାକୁ ସ୍ଵାଗତ କରିଛନ୍ତି ଓ କଂଗ୍ରେସ ସହିତ ସହଯୋଗୀ ହେବାର ଆଶା ପ୍ରକାଶ କରିଛନ୍ତି । ଲୋକମାନେ ବିଶେଷ କରି କୃଷକ, ଯୁବକ, ବ୍ୟବସାୟୀ ଓ ମହିଳା ସମସ୍ତଙ୍କ ପାଇଁ ନୂତନ ରାଜନୈତିକ ଏବଂ ସାମାଜିକ ଆଶା ସୃଷ୍ଟି କରିବାର ଆଶା ରଖୁଛନ୍ତି।ଏହି ସଙ୍ଗଠନ ଅଭିଯାନ କୁକୁଡ଼ାଖଣ୍ଡିର ଭବିଷ୍ୟତ ରାଜନୈତିକ ପରିସ୍ଥିତିକୁ ଗଭୀର ପ୍ରଭାବିତ କରିବାର ସମ୍ଭାବନା ରହିଛି।

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img