କେନ୍ଦ୍ରାପଡ଼ା,୨୫/୮(କଳିଙ୍ଗ ଜାଗରଣ ବ୍ୟୁରୋ):-କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରୁ ଜଣେ ବିବାହିତ ମହିଳାଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ତିନି ଜଣ ଯୁବକ ହାଇଦ୍ରାବାଦକୁ ଅପହରଣ କରି ନେଇ ସେଠାରେ ଥିବା ଅନ୍ୟ ତିନି ଜଣ ସହଯୋଗୀଙ୍କ ସହ ମିଶି ଦୁଷ୍କର୍ମ କରିଥିବା ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି।