ଭୁବନେଶ୍ୱର,୨୫/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଭୁବନେଶ୍ବର ନଖରା ନିକଟସ୍ଥ ମହିଧରପଡ଼ା ମେଡିକାଲ୍ ପରିସରର ଏକ ଗଛ ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । କିଏ ଏହି ଶିଶୁକନ୍ୟାକୁ ଛାଡି ଦେଇଯାଇଥିବା ଅନୁମାନ କରାଯାଉଥିବାବେଳେ ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର ପରେ ଶିଶୁଭବନ ସ୍ଥାନାନ୍ତର କରାଯାଇଛି ।