କଟକ,୨୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ଜିଲା ୧୬ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ ବାଇକ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍ l ଏଥିରେ ବାଇକ ରେ ଥିବା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ମୃତକଦ୍ବୟ ଭୁବନେଶ୍ବର ଉତ୍ତରା ଅଞ୍ଚଳର ଦେବୀପ୍ରସାଦ ପାଲ ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ। ଫଳରେ ଏହି ଘଟଣାକୁ ନେଇ ଗୋପାଳପୁର ଛକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।