Wednesday, November 5, 2025
16.8 C
London

ବଧିର ବିଦ୍ୟାଳୟର ଦୃଷ୍ଟିହୀନ ଓ ଶ୍ରବଣହୀନ ଛାତ୍ରଛାତ୍ରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ରାକ୍ଷୀ ବାନ୍ଧିଲେ।

ବ୍ରହ୍ମପୁର,୦୯/୮(ସପନ ଦାସ):-ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶେରଗଡ ବ୍ଲକ ଅନ୍ତର୍ଗତ ବାକିଲିକଣା ଗ୍ରାମର କବି ନରସିଂହ ମଠ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ, ର ଦୃଷ୍ଟିହୀନ ଓ ଶ୍ରବଣହୀନ ଛାତ୍ରଛାତ୍ରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ଜିଲ୍ଲାପାଳ ଙ୍କୁ ରାକ୍ଷୀ ବାନ୍ଧିଲେ।ଜିଲ୍ଲାପାଳ ସେମାନଙ୍କୁ ଆଶୀର୍ବାଦ କରି, ସଦା ସହଯୋଗ କରିବାର ଆଶ୍ୱାସନ ଦେଲେ।

ଛାତ୍ରଛାତ୍ରୀମାନଙ୍କ ହସ୍ତନିର୍ମିତ ରାକ୍ଷୀ ଓ କାର୍ଡ ଉତ୍ସବରେ ବିଶେଷ ଆକର୍ଷଣ ଆଣିଥିଲା।ସମାଜରେ ପ୍ରେମ, ସମାନତା ଓ ଅନ୍ତର୍ଭୁକ୍ତିର ସନ୍ଦେଶ ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ କବି ନରସିଂହ ମଠ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା। ଶେଷରେ ମିଷ୍ଟାନ୍ନ ବଣ୍ଟନ ସହିତ କାର୍ଯ୍ୟକ୍ରମର ଶେଷ ହେଲା।

Hot this week

ଭୁବନେଶ୍ଵର ଜୟଦେବ ବିହାର ଅଞ୍ଚଳରେ ବାଘ ଛାଲ ସହ ୩ ଜଣ ବେପାରୀ ଗିରଫ ।

ଭୁବନେଶ୍ଵର,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ଵର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଭୁବନେଶ୍ଵର ଜୟଦେବ ବିହାର...

ରାଜ୍ୟର ବିଭିନ୍ନ ଜିଲାରେ ଶୀତର ମାତ୍ରା ସାମାନ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଭୁବନେଶ୍ଵର,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟର ବିଭିନ୍ନ ଜିଲାରେ ଶୀତର ମାତ୍ରା ସାମାନ୍ୟ ବୃଦ୍ଧି...

ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ।

କଟକ,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡ଼ିପଡା...

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା l

ଆନ୍ଧ୍ରପ୍ରଦେଶ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା...

ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ।

ମୟୂରଭଞ୍ଜ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଆଗ୍ରିଆ ରେଲୱେ କ୍ରସିଂ...

Topics

ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ପ୍ରେମୀ ଯୁଗଳ ।

ବୌଦ୍ଧ ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ...

ଅବସର ନେଲେ ଜଗଦଳପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ l

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଶିକ୍ଷା ବିଭାଗ ଅନ୍ତର୍ଗତ ଜଗଦଳପୁର...

ଘାଟିପାରି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବାଲିପଡl ଘାଟିପାରି ବିଦ୍ୟାଳୟ ପରିସର ରେ...
spot_img

Related Articles

Popular Categories

spot_imgspot_img