ଭୁବନେଶ୍ୱର,୦୯/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ଦୀଘା ନିକଟ ରେ ସି ଆର ପି ଏଫ୍ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ଦୁଇ ଜଣ ଯବାନ ଗୁରୁତର ହୋଇଥିବାବେଳେ ଉଭୟଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ସେମନେ ହେଲେହେଡ୍ କନେଷ୍ଟବଳ ରାମପ୍ରବେଶ ସିଂ ଓ କନେଷ୍ଟବଳ ଛୋଟୁ କଚ୍ଛପ ।