Saturday, August 2, 2025
13.3 C
London

କଟକରୁ ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍ ସିରପ୍ ଜବତ ।

କଟକ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- କଟକରୁ ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍ ସିରପ୍ ଜବତ । କ୍ରାଇମ୍ ବ୍ରାଞ୍ଚ ଏସ୍ଟିଏଫ୍ ବାଦାମବାଡ଼ିର ନ୍ୟୁ ଏଲ୍ଆଇସି କଲୋନିରେ ଏକ କୋରିଅର୍ ସଂସ୍ଥାରେ ଚଢ଼ଉ କରି ପାଖାପାଖି ୩୪ ଲକ୍ଷ ଟଙ୍କାର କଫ ସିରପ୍ ଜବତ କରି ଏହି ଘଟଣାରେ ଜଣେ କୋରିଅର୍ ସଂସ୍ଥାର କର୍ମଚାରୀଙ୍କୁ ଗିରଫ କରିଛି।

Hot this week

ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି l

ଭୁବନେଶ୍ୱର ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- ଚଳିତ ବର୍ଷ ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ...

କନ୍ଧମାଳ ଜିଲ୍ଳା ନିଶା ବିନାଶ କମିଟି ପକ୍ଷରୁ ପ୍ରାୟ ୧୨୬୫ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟl

କନ୍ଧମାଳ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- କନ୍ଧମାଳ ଜିଲ୍ଳା ନିଶା ବିନାଶ କମିଟି ପକ୍ଷରୁ...

(ଓଟିଇଟି) ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ଜଣଙ୍କୁ ଗିରଫ କରିଛି l

ଭୁବନେଶ୍ୱର ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି)...

Topics

ଉତ୍ତର ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଭୁବନେଶ୍ୱର,୩୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର...

ଅଧ୍ୟାପକଙ୍କୁ ମାଡ଼ ମାରିବା ସହ କାରର କାଚ ଭାଙ୍ଗି ଦେଲେ ଯୁବକ।

ବ୍ରହ୍ମପୁର,୩୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ଦିଗପହଣ୍ଡି ଡେଙ୍ଗାଉସ୍ତା SBI ବ୍ୟାଙ୍କ ନିକଟରେ ଅଧ୍ୟାପକଙ୍କୁ...
spot_img

Related Articles

Popular Categories

spot_imgspot_img