Monday, November 3, 2025
9.9 C
London

ଜାତୀୟ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା l

ଆନ୍ଧ୍ରପ୍ରଦେଶ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା l ଘଟଣାରେ ୧୨ଜଣକର ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କରାଯାଉଛି। ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ...

ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଗୋବର୍ଦ୍ଧନ ଆସରାନିଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି।

ନୂଆଦିଲ୍ଲୀ,୨୧/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଗୋବର୍ଦ୍ଧନ ଆସରାନିଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି...
spot_imgspot_img

ଆଫଗାନିସ୍ତାନ ଉପରେ ପାକିସ୍ତାନ ସେନାର ବିମାନ ଆକ୍ରମଣ ।

ନୂଆଦିଲ୍ଲୀ,(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଫଗାନିସ୍ତାନର ପାକଟିକା ପ୍ରଦେଶ ଉପରେ ପାକିସ୍ତାନ ସେନାର ବିମାନ ଆକ୍ରମଣ ।ଏଥିରେ ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏମାନଙ୍କ ଭିତରେ ୩ଜଣ ଘରୋଇ...

ଭାରତୀୟ ବଂଶୋଦ୍ଭବ ଆସଲେ ଟେଲିସ୍ ଗୁଇନ୍ଦା ତଥ୍ୟ ଚୋରି ଅଭିଯୋଗରେ ଗିରଫ l

ନୂଆଦିଲ୍ଲୀ,(କଳିଙ୍ଗ ଜାଗରଣ ବ୍ୟୁରୋ):-ଜଣାଶୁଣା ଆମେରିକୀୟ ଆନାଲିଷ୍ଟ ତଥା ଭାରତୀୟ ବଂଶୋଦ୍ଭବ ଆସଲେ ଟେଲିସ୍ ଗୁଇନ୍ଦା ତଥ୍ୟ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି l ସେ ଆମେରିକାର...

ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ନୂଆଦିଲ୍ଲୀ,୧୪/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଗୁଜରାଟର ନିର୍ମାଣାଧୀନ ମୁମ୍ବାଇ-ଅହମ୍ମଦାବାଦ ବିଲିମୋରା ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିର୍ମାଣ ଏବଂ ଟ୍ରାକ୍...

ଯାତ୍ରୀବାହୀ ବସ୍ ମାଟି ତଳେ ଦବି ଯିବା ଫଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆଦିଲ୍ଲୀ,୦୮/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ହିମାଚଳର ବିଳାସପୁରର ବଲ୍ଲୁ ସେତୁ ନିକଟରେ ଭୂସ୍ଖଳନ ଘଟି ଏକ ଯାତ୍ରୀବାହୀ ବସ୍ ମାଟି ତଳେ ଦବି ଯିବା ଫଳରେ ୧୫ ଜଣଙ୍କର...

କଫ ସିରପ୍ ପିଇ ୧୦ ଜଣ ଶିଶୁଙ୍କ ମୃତ୍ୟୁ ପରେ ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ନୂଆଦିଲ୍ଲୀ,୦୫/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍ ପିଇ ୧୦ ଜଣ ଶିଶୁଙ୍କ ମୃତ୍ୟୁ ପରେ ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଫ ସିରପ୍...

ଆମେରିକାରେ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲଙ୍କୁ ଗୁଳିକରି ହତ୍ୟା ।

ନୂଆଦିଲ୍ଲୀ,୦୫/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଆମେରିକାରେ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲଙ୍କୁ ଗୁଳିକରି ହତ୍ୟା ।ଚନ୍ଦ୍ରଶେଖର, ହାଇଦ୍ରାବାଦର ଏଲ୍ ବି ନଗର ବାସିନ୍ଦା ଥିବାବେଳେ ସେ ୨୦୨୩ରେ...