Sunday, December 21, 2025
7.9 C
London

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ ନିକଟରେ ବେଆଇନ୍ ଦେଶୀ ମଦ ବିକ୍ରି ବୃଦ୍ଧି ପାଉଥିବା ବେଳେ ନାନା ଅପ୍ରିତିକର ପରିସ୍ଥିତି ଉପୁଜିବାରେ ଲାଗିରହିଛି l ଅବକାରୀ ବିଭାଗ ର ନାମ କୁ ମାତ୍ର ଚଢାଉ କରୁଥିବା ବେଳେ ବେଆଇନ୍ ବିକ୍ରି କରୁଥିବା ବ୍ୟକ୍ତି ମାନେ ପୁଲିସ ଏବଂ ଅବକାରୀ ବିଭାଗ କୁ ଚାଲେଞ୍ଜ ଦେଇ ଦିନ ରାତ୍ର ଅହରହ ମଦ ସରକାରୀ ମେଡିକାଲ୍ ନିକଟରେ ମଦ ବିକ୍ରି କରୁଥିବାରୁ ଉକ୍ତ ମଦପାନ କରି ବହୁ ଲୋକଙ୍କ ସ୍ବାସ୍ଥ୍ୟହାନି ଘଟାଇ ଦିନକୁ ଦିନ ଶରୀର ଦୁର୍ବଳ ଘଟି ଶରୀର ସଂଗତିକ ସ୍ଥିତ ରେ ପହଞ୍ଚିଥିବା ନଜର ରହିଛି ଏହି ମଦ କେଉଁଠୁ ଆସୁଚି ଏହାର ନିଶାର ପରିମାଣ କେତେ ରହୁଛି l ଏହା ସ୍ବାସ୍ଥ୍ୟ ପାଇଁ ବିପଦ ଥିଲେ ବି ଅସାଧୁ ବେପାରୀ ମାନେ ଏହି ମଦ ବିକ୍ରି କରି ମୋଟା ଅଙ୍କର ମୁନାଫା କମାଉଥିବା ବେଳେ ଏହି ମଦ ନିଶା ରେ ବହୁ ଲୋକଙ୍କ ସମେତ ବର୍ତ୍ତମାନର ଯୁବ ଫିଡି ନିଶା ମୋହରେ ଅପମିଶ୍ରିତ ମଦ ପିଇବା ସହ ନିଜ ସ୍ବାସ୍ଥ୍ୟକୁ ବିପଦ ମୁଁହକୁ ଟାଣୁଛନ୍ତି l ଏଠାରେ ଦୁଇ ଦିନ ପୂର୍ବରୁ ଧାରୁଆ ଅସ୍ତ୍ର ଆକ୍ରମଣ ରେ ୩ ଜଣଙ୍କ ମୁଣ୍ଡ ରେ ଆଘାତ ବାଜି ଆହତ ହୋଇଥିବା ବେଳେ ନିମଖଣ୍ଡି ଥାନା ମାମଲା ହୋଇଥିଲା l ଏହି ପରି ଅଞ୍ଚଳରେ ନାହିଁ ନଥିବା ଅପ୍ରିତିକର ପରିସ୍ଥିତି ବୃଦ୍ଧି ପାଉଥିବା ବେଳେ ମେଡିକାଲ୍ ଯିବା ନିମନ୍ତେ ମହିଳା ଓ ଶିଶୁ ମାନେ ଯିବାକୁ ଭୟଭିତ ମଣୁଛନ୍ତି l ତେଣୁ ଅବକାରୀ ବିଭାଗ ଏବଂ ନିମଖଣ୍ଡି ଥାନା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି l

Hot this week

ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ ।

ନୂଆଦିଲ୍ଲୀ,୨୦/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା...

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ l

ବ୍ରହ୍ମପୁର,୧୯/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ...

ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ l

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ...

ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ l

କେନ୍ଦୁଝର ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ...

ଭାରସ୍ୟାମ ହରାଇ ୪୦ ଫୁଟ ତଳକୁ ଖସିଲା ବୋଲେରୋ ।

ମୟୂରଭଞ୍ଜ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା...

Topics

ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ ।

ନୂଆଦିଲ୍ଲୀ,୧୭/ ୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ...

ଗଞ୍ଜାମକୁ ଫେରିଛନ୍ତି ବିଦେଶି ପକ୍ଷୀ l

ବ୍ରହ୍ମପୁର,୧୭/ ୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ...

ଗାଈ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ...
spot_img

Related Articles

Popular Categories

spot_imgspot_img