Saturday, July 26, 2025
20.9 C
London

କାର ରୁ ୩୭ ଗ୍ରାମ ଓଜନର ବ୍ରାଉନ ସୁଗାର ସହ ସ୍ମାର୍ଟ ମୋବାଇଲ ଫୋନ ଜବତ ।

ସମ୍ବଲପୁର,୨୯/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ସମ୍ବଲପୁର ଜିଲା ଅବକାରୀ ବିଭାଗ ଓ ଧନୁପାଲି ଥାନା ପୁଲିସର ସ୍ଥାନୀୟ ଜେଲଖାନା ଛକ ଠାରେ ଯାଞ୍ଚ ବେଳେ କାର ରୁ ୩୭ ଗ୍ରାମ ଓଜନର ବ୍ରାଉନ ସୁଗାର ସହ ଗୋଟିଏ ସ୍ମାର୍ଟ ମୋବାଇଲ ଫୋନ ଜବତ ।ଏଥିସହ ୪ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନେ ହେଲେ ବରଗଡ଼ ଜିଲା ର ଚୈତନ୍ୟ ମଲ୍ଲିକ (୩୫), ସୁଶାନ୍ତ ବାରିକ (୨୪), ଗିରିଜା ଶଙ୍କର ତ୍ରିପାଠୀ (୪୪) ଏବଂ ହେମନ୍ତ ଦେବତା l

Hot this week

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ।

ଭୁବନେଶ୍ୱର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ...

୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

ସମ୍ବଲପୁର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା...

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି ।

ପିପିଲି,୦୯/୭((କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା,...

Topics

ଆଜି ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ।

ପୁରୀ,୦୬/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ସିଂହଦ୍ଵାର ସମ୍ମୁଖରେ ତିନି ରଥ l ଆଜି ରଥ...

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ...
spot_img

Related Articles

Popular Categories

spot_imgspot_img