ବ୍ରହ୍ମପୁର,୨୬/୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଦାଦା ବଟି ମାଗିବା ଅଭିଯୋଗରେ ଗୋଳନ୍ଥରା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏବଂ ସେମାନଙ୍କ ଠାରୁ ଦୁଇ ଲୁହା ଛଡ଼, ଚାରୋଟି ମୋବାଇଲ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି i । ଗିରଫ ଅଭିଯୁକ୍ତମାନେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚନ୍ଚଚ୍ଡାପଲ୍ଲୀ ଗ୍ରାମର ପାଣ୍ଡା ଗୈାଡ(୨୩), ଦେବେନ୍ଦ୍ର ଗୈାଡ (୨୪), ନିଳମାଧବ ଗୈାଡ) ଓ ନିତିକେସନ ବିଷୋୟୀ ।