Thursday, July 31, 2025
19.4 C
London

ପାରିବାରିକ କଳହରୁ ଗଛରେ ଝୁଲିପଡି ଜୀବନ ହାରିଲେ ଦମ୍ପତ୍ତି ।

କେନ୍ଦୁଝର,୩୧/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ପାରିବାରିକ କଳହରୁ ଗଛରେ ଝୁଲିପଡି ଜୀବନ ହାରିଲେ ଦମ୍ପତ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କra ଏକ ୬ ମାସର ସନ୍ତାନ ରହିଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Hot this week

ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

ନୂଆଦିଲ୍ଲୀ,୩୦/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ...

ପତ୍ନୀ ଓ ଶାଶୂଙ୍କୁ ପଥରରେ ଛେଚି ହତ୍ୟା କଲା ଅଭିଯୁକ୍ତ ସ୍ବାମୀ।

ମୟୁରଭଞ୍ଜ,୩୦/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ବଡ଼ ନୂଆଗାଁରେ...

Topics

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ।

ଭୁବନେଶ୍ୱର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ...

୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

ସମ୍ବଲପୁର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା...
spot_img

Related Articles

Popular Categories

spot_imgspot_img