Saturday, September 13, 2025
17.4 C
London

୧୦ନଂ ଋଷିକୂଲ୍ୟl ଜଳ ସେଚନ ବିଭାଗର କାର୍ଯ୍ୟ ଅତି ନିମ୍ନମାନ କାର୍ଯ୍ୟ ଅଭିଯୋଗ l

କୁକୁଡାଖଣ୍ଡି,୨୬/୫(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା କେନାଲର ନୂତନ ଭାବେ ଦୁଇ ପାର୍ଶ୍ୱ ରେ ୱାଲ ନିର୍ମାଣ ଚାଲିଥିବା ବେଳେ ନୂତନ କାର୍ଯ୍ୟକୁ ଯିଏ ବି ଦେଖିଲେ ନିମ୍ନମାନ କାର୍ଯ୍ୟ ହୋଇଥିବା ଦର୍ଶାଉଛନ୍ତି l ରାଜ୍ୟ ସରକାର ଚାଷୀଙ୍କ ଜମି କୁ ଜଳ ସେଚନ ନିମନ୍ତେ ଏହି କାର୍ଯ୍ୟ ନିମନ୍ତେ ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦାୟିତ୍ୱ ରେ ଥିବା ଯନ୍ତ୍ରୀ ଏବଂ ଠିକାଦାର ଙ୍କ ମଧ୍ୟସ୍ଥି ରେ ଲକ୍ଷାଧିକ ଟଙ୍କା ଅନିୟମିତତା ହେଉଥିବା ନେଇ ଜଗଦଳପୁର ଗ୍ରାମର କିଛି ଚାଷୀ ଅଭିଯୋଗ କରିଛନ୍ତି l ସୂଚନା ପ୍ରକାରେ ରତନପୁର ଠାରୁ ଜଗଦଳପୁର ଦେଇ ନିମଖଣ୍ଡି ଦେଇ ଯାଇଥିବା କେନାଲ ଟି ଦୀର୍ଘ ଦିନ ଧରି ଭଗ୍ନ ଅବସ୍ଥା ରେ ରହିଥିବା ବେଳେ ବାରମ୍ବାର ଏହାକୁ ମରାମତି କରିବା କୁ ଦାବି ହୋଇଥିବା ବେଳେ ଜଳ ସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ନୂତନ କାର୍ଯ୍ୟକାରୀ ନିମନ୍ତେ ନିର୍ଦେଶ ଆସି କାର୍ଯ୍ୟ ଅଗ୍ରଗତି ହେଉଥିବା ବେଳେ ଯନ୍ତ୍ରୀ ଙ୍କ ଦୃଷ୍ଟି ଅଡୁଆଳ ରେ କାର୍ଯ୍ୟ ହେଉଥିବା ସହ ନୂତନ କାର୍ଯ୍ୟର ଅନିୟମିତତା ଯୋଗୁଁ ଯନ୍ତ୍ରୀ ଏବଂ ଠିକାଦାରଙ୍କ ସ୍ୱଚ୍ଛତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏହି କାର୍ଯ୍ୟ କୁ ନେଇ ଚାଷୀଙ୍କ ମହଲ ରେ ଆଗାମୀ ଦିନ ରେ କେନାଲ ପାଣି ଆସିଲେ ଦୁଇ ୱାଲ ଭଗ୍ନଅବସ୍ଥା ରେ ପହଂଚିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି l ତେଣୁ ଏହି କାର୍ଯ୍ୟର ମାନ ପରଖିବା ସହ ଯନ୍ତ୍ରୀଙ୍କ ସ୍ୱଚ୍ଛତା କୁ ଉଚ୍ଚ ବିଭାଗୀୟ ତଦନ୍ତ ପାଇଁ ଦାବି ହୋଇଛି l

Hot this week

ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି ।

ନିମାପଡା,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି...

ନେପାଳରେ ଫସି ରହିଛନ୍ତି ୨୩ ଜଣ ଓଡିଆ ।

ନେପାଳ,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ନେପାଳରେ ହିଂସା ଜାରି ଥିବାବେଳେ ନେପାଳର ପଶୁପତିନାଥ ଦର୍ଶନ...

ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

ବ୍ରହ୍ମପୁର,୦୯/୯(ଇ ରଞ୍ଜନ):- ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ...

କୁକୁଡ଼ାଖଣ୍ଡି କଂଗ୍ରେସ ପକ୍ଷରୁ ସଙ୍ଗଠନ ସୁଜନ୍ ଅଭିଯାନ ଅନୁଷ୍ଟିତ l

କୁକୁଡ଼ାଖଣ୍ଡି ,୦୯/୯(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ନିକଟରେ ଆଜି...

Topics

ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍ ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଭାରତ ବିଜୟ ମୁକୁଟ ପିନ୍ଧିଛି।

ନୂଆଦିଲ୍ଲୀ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍...

ଯାତ୍ରୀବାହୀ ଅଟୋକୁ ଆକ୍ରମଣ କଲା ହାତୀ ପଲ ।

ମୟୂରଭଞ୍ଜ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ...

ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ଉଦ୍ଧାର ହୋଇଛି।

ଅନୁଗୁଳ ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ଅନୁଗୁଳ ସଦର ଥାନା ଅଂଚଳରେ ଜଣେ...
spot_img

Related Articles

Popular Categories

spot_imgspot_img