Saturday, November 15, 2025
11.6 C
London

ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ନୂଆଦିଲ୍ଲୀ,୦୧/୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ନେଇ ନିଷ୍ପତ୍ତି ନେଇଥିବାବେଳେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନଗଣନାରେ ଜାତିଗଣନାକୁ ସ୍ୱଚ୍ଛ ଭାବେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି କହିଛନ୍ତି।

Hot this week

ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ନୂଆପଡାର ନବ ନିର୍ବାଚିତ ବିଜେପି ବିଧାୟକ ଜୟ ଢୋଲକିଆ ।

ଭୁବନେଶ୍ୱର,୧୫/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ନୂଆପଡାର ନବ ନିର୍ବାଚିତ...

ଆଜି ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ।

ଭୁବନେଶ୍ୱର,୧୫/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ଜନଜାତୀୟ ଗୌରବ ଦିବସ ତଥା ଭଗବାନ...

ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କ ହେବ TI ପରେଡ୍ ।

ବ୍ରହ୍ମପୁର ,୧୫/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର କାରାମଣ୍ଡଳରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ କିରାଣୀ ଭେଙ୍କଟଗିରି ରାଓ l

କଳାହାଣ୍ଡି,(କଳିଙ୍ଗ ଜାଗରଣ ବ୍ୟୁରୋ):-କଳାହାଣ୍ଡି ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ...

ଆଜି ନୂଆପଡା ଉପନିର୍ବାଚନ ଫଳାଫଳ,ବିଜେପି ଆଗୁଆ।

ନୂଆପଡା,(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ନୂଆପଡା ଉପନିର୍ବାଚନ ଫଳାଫଳ । ସକାଳ...

Topics

୧୧କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ୫ଟି ଗାଈଙ୍କ ମୃତ୍ୟୁ ଘଟିଛି।

ନୟାଗଡ଼,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ...

ଯାତ୍ରୀବାହୀ ବସ୍ ପିଅକପ ଭ୍ୟାନ ସହ ଧକ୍କା ହୋଇ ଖାଇକୁ ଖସି ପଡ଼ିବା ଫଳରେ ୩୭ ଜଣଙ୍କର ମୃତ୍ୟୁ ।

ନୂଆଦିଲ୍ଲୀ ,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ଯାତ୍ରୀବାହୀ...

ଆସନ୍ତା କlଲି ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବ l

ନୂଆଦିଲ୍ଲୀ ,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସନ୍ତା କlଲି ବିହାର ବିଧାନସଭା ନିର୍ବାଚନ...
spot_img

Related Articles

Popular Categories

spot_imgspot_img