Saturday, November 15, 2025
11.3 C
London

ରଘୁବୀର ସେନା ପକ୍ଷରୁ ପାକିସ୍ତାନ ଆତଙ୍କବାଦୀ ଦମନ ପ୍ରତିବାଦ ରେ ବାଇକ ରାଲି l

କୁକୁଡାଖଣ୍ଡି୦୧/୫(ଇ ରଞ୍ଜନ):-କୁକୁଡାଖଣ୍ଡି ଗୁରୁଣ୍ଠି ଅନ୍ତର୍ଗତ ଟେକ୍ନୋସିଟି ଅଞ୍ଚଳରେ ରଘୁବୀର ସେନା ପକ୍ଷରୁ ପାକିସ୍ତାନ ଆତଙ୍କବାଦୀ ଦମନ ପ୍ରତିବାଦ ରେ ବିଶାଳ ବାଇକ ରାଲ୍ଲୀ କରାଯାଇଥିଲା l ରଘୁବୀର ସେନା ର ସଭାପତି ଶ୍ରୀକାନ୍ତ ଚୌଧୁରୀ ଏବଂ ରଘୁସେନାର ବିରାଟ ଟିମ ସହଯୋଗରେ ଏହି ବାଇକ ରାଲ୍ଲୀ କୋଣାର୍କ ନଗର ଠାରୁ ଲୋଚାପଡା, ବ୍ରଜନଗର, ବେଙ୍କ କଲୋନୀ, ବାପୁଜୀ ନଗର, ସମେତ ଭାବିନିପୁର, ଗୋବିନ୍ଦ ବିହାର ପର୍ଯ୍ୟନ୍ତ ବାହାରିଥିଲା lଏଥିରେ ଶତାଧିକ ରଘୁବୀର ସେନାର କର୍ମକର୍ତ୍ତା ମାନେ ବାଇକ ରାଲ୍ଲୀ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିକଟରେ ଆତଙ୍କବାଦୀnka ଦମନ ପ୍ରତିବାଦ ଦାବି କରିବା ସହ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇ ଥିବା ସମସ୍ତ ହିନ୍ଦୁ ପରିବାରର ସଦସ୍ୟଙ୍କ ଆତ୍ମା ର ସତଗତି ନିମନ୍ତେ ମହମବତୀ ଦ୍ବୀପ ପ୍ରଜ୍ବଳନ ସହ ଶ୍ରଧ୍ୟାଞଳି ଅର୍ପଣ କରାଯାଇଥିଲା l ଏଥିରେ ରଘୁବୀର ସେନାର ଉପ ସଭାପତି ଚିନ୍ତାମଣି ବେହେରା, ଅଭିରାମ ବେହେରା, ସମ୍ପାଦକ କୃତିବାସ ବିଶ୍ୱାଳ, ସହ ସମ୍ପାଦକ ସାରଥୀ ସାହୁ, ଚିନ୍ମୟ ମହାରଣା, ସହଯୋଗୀ ଗୋଷ୍ଠୀର କୁନା ମହାରଣା ଉପେନ୍ଦ୍ର ମହାରଣା ଙ୍କ ସମେତ ରଘୁବୀର ସେନାର ଶତାଧିକ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନିଜ ବାଇକ ରେ ଅଞ୍ଚଳ ପରିକ୍ରମା କରିଥିଲେ l

Hot this week

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ କିରାଣୀ ଭେଙ୍କଟଗିରି ରାଓ l

କଳାହାଣ୍ଡି,(କଳିଙ୍ଗ ଜାଗରଣ ବ୍ୟୁରୋ):-କଳାହାଣ୍ଡି ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ...

ଆଜି ନୂଆପଡା ଉପନିର୍ବାଚନ ଫଳାଫଳ,ବିଜେପି ଆଗୁଆ।

ନୂଆପଡା,(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ନୂଆପଡା ଉପନିର୍ବାଚନ ଫଳାଫଳ । ସକାଳ...

୧୧କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ୫ଟି ଗାଈଙ୍କ ମୃତ୍ୟୁ ଘଟିଛି।

ନୟାଗଡ଼,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ...

ଯାତ୍ରୀବାହୀ ବସ୍ ପିଅକପ ଭ୍ୟାନ ସହ ଧକ୍କା ହୋଇ ଖାଇକୁ ଖସି ପଡ଼ିବା ଫଳରେ ୩୭ ଜଣଙ୍କର ମୃତ୍ୟୁ ।

ନୂଆଦିଲ୍ଲୀ ,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ଯାତ୍ରୀବାହୀ...

ଆସନ୍ତା କlଲି ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବ l

ନୂଆଦିଲ୍ଲୀ ,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସନ୍ତା କlଲି ବିହାର ବିଧାନସଭା ନିର୍ବାଚନ...

Topics

ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l ଦାରିଙ୍ଗିବାଡ଼ିରେ...

ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହାଡକୁ ପିଟି ହେଲା ହିଟାଚି ଗାଡି ବୋଟେଇ ଟ୍ରକ l

ଗଜପତି,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ମାର୍ଲବା...

ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।...
spot_img

Related Articles

Popular Categories

spot_imgspot_img