ବ୍ରହ୍ମପୁର,୨୯/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ ବାପା ଘରୁ ବିଦାୟ ନେଇ ଭୋରୁ ଭୋରୁ ଶାଶୁ ଘରେ ପହଞ୍ଚିଲେ ମା’ ସାଆନ୍ତାଣି l ଏବଂ ମା’ଙ୍କ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ।

Hot this week
Free News - Where voices unite, stories flourish, and community thrives through open dialogue and meaningful connections.
Get important news delivered directly to your inbox and stay connected!