Friday, November 14, 2025
13.9 C
London

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କ ହତ୍ୟା କରି ଶାଳବଣ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ।

ବ୍ରହ୍ମପୁର,୨୭/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କ ହତ୍ୟା କରି ଶାଳବଣ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏହି ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ଯାହା ସ୍ଥାନୀୟ ଅଂଚଳରେ  ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟାର ଶିକାର ହୋଇଥିବା  ଦୁଇ ଭାଇ ହେଲେ ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ।

Hot this week

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ କିରାଣୀ ଭେଙ୍କଟଗିରି ରାଓ l

କଳାହାଣ୍ଡି,(କଳିଙ୍ଗ ଜାଗରଣ ବ୍ୟୁରୋ):-କଳାହାଣ୍ଡି ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ...

ଆଜି ନୂଆପଡା ଉପନିର୍ବାଚନ ଫଳାଫଳ,ବିଜେପି ଆଗୁଆ।

ନୂଆପଡା,(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ନୂଆପଡା ଉପନିର୍ବାଚନ ଫଳାଫଳ । ସକାଳ...

୧୧କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ୫ଟି ଗାଈଙ୍କ ମୃତ୍ୟୁ ଘଟିଛି।

ନୟାଗଡ଼,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ...

ଯାତ୍ରୀବାହୀ ବସ୍ ପିଅକପ ଭ୍ୟାନ ସହ ଧକ୍କା ହୋଇ ଖାଇକୁ ଖସି ପଡ଼ିବା ଫଳରେ ୩୭ ଜଣଙ୍କର ମୃତ୍ୟୁ ।

ନୂଆଦିଲ୍ଲୀ ,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ଯାତ୍ରୀବାହୀ...

ଆସନ୍ତା କlଲି ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବ l

ନୂଆଦିଲ୍ଲୀ ,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସନ୍ତା କlଲି ବିହାର ବିଧାନସଭା ନିର୍ବାଚନ...

Topics

ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l ଦାରିଙ୍ଗିବାଡ଼ିରେ...

ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହାଡକୁ ପିଟି ହେଲା ହିଟାଚି ଗାଡି ବୋଟେଇ ଟ୍ରକ l

ଗଜପତି,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ମାର୍ଲବା...

ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।...
spot_img

Related Articles

Popular Categories

spot_imgspot_img