Saturday, September 13, 2025
14.5 C
London

ରାଜ୍ୟରେ ପୁଣି ଥରେ ଶିଶୁ ଚୋରି ରାକେଟ l

ଭୁବନେଶ୍ଵର,(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟରେ ପୁଣି ଥରେ ଶିଶୁ ଚୋରି ରାକେଟ l ଭୁବନେଶ୍ଵରରୁ ଅପହୃତ ଶିଶୁ ବାଲେଶ୍ଵର ଖନ୍ତାପଡାରୁ ଉଦ୍ଧାର ହୋଇଥିବାବେଳେ ପୁଲିସ୍ ଶିଶୁ ଅପହରଣକାରୀକୁ ଗିରଫ କରିଛି। ପୁଲିସ୍ ପ୍ରାୟ ୮ଟି ସିସି ଟିଭି ଯାଞ୍ଚ କରି ଅପହରଣର ୫୦ ଘଣ୍ଟା ପରେ ଏହି ସଫଳତା ହାସଲ କରିଛି । ଭୁବନେଶ୍ଵର ରାମ ମନ୍ଦିର ନିକଟରୁ କିଛି ଦୁର୍ବୁତ୍ତ ଜଣେ ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ଏହି ଶିଶୁ ଚୋରି କରିନେଇଥିଲେ।

Hot this week

ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି ।

ନିମାପଡା,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି...

ନେପାଳରେ ଫସି ରହିଛନ୍ତି ୨୩ ଜଣ ଓଡିଆ ।

ନେପାଳ,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ନେପାଳରେ ହିଂସା ଜାରି ଥିବାବେଳେ ନେପାଳର ପଶୁପତିନାଥ ଦର୍ଶନ...

ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

ବ୍ରହ୍ମପୁର,୦୯/୯(ଇ ରଞ୍ଜନ):- ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ...

କୁକୁଡ଼ାଖଣ୍ଡି କଂଗ୍ରେସ ପକ୍ଷରୁ ସଙ୍ଗଠନ ସୁଜନ୍ ଅଭିଯାନ ଅନୁଷ୍ଟିତ l

କୁକୁଡ଼ାଖଣ୍ଡି ,୦୯/୯(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ନିକଟରେ ଆଜି...

Topics

ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍ ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଭାରତ ବିଜୟ ମୁକୁଟ ପିନ୍ଧିଛି।

ନୂଆଦିଲ୍ଲୀ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍...

ଯାତ୍ରୀବାହୀ ଅଟୋକୁ ଆକ୍ରମଣ କଲା ହାତୀ ପଲ ।

ମୟୂରଭଞ୍ଜ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ...

ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ଉଦ୍ଧାର ହୋଇଛି।

ଅନୁଗୁଳ ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ଅନୁଗୁଳ ସଦର ଥାନା ଅଂଚଳରେ ଜଣେ...
spot_img

Related Articles

Popular Categories

spot_imgspot_img