Saturday, August 2, 2025
15.3 C
London

ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମରେ ଗଣ୍ଡଗୋଳ ଘଟି ବୋମାମାଡ ।

ପୁରୀ,୧୧/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମରେ ଗଣ୍ଡଗୋଳ ଘଟି ବୋମାମାଡ । ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇ ଭୁବନେଶ୍ୱର ଏମସରେ ଭର୍ତ୍ତି ।ଏବଂ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ସାଇଣ୍ଟିଫିକ ଟିମ ପହଂଚି ଜୀବନ୍ତ ବୋମା ଓ ଫୁଟା ବୋମାର ସୁତୁଲି ଓ ଗୋଡି ଜବତ କରିଛି ।

Hot this week

ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ଘୋଷଣା ହୋଇଛି l

ଭୁବନେଶ୍ୱର,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ଘୋଷଣା...

ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି କୃଷକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ।

ନୂଆଦିଲ୍ଲୀ,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ ।

ଆଠଗଡ,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଠଗଡ ନିକଟବର୍ତ୍ତୀ ଆଙ୍କୁଲାଠାରେ ଭାରସାମ୍ୟ ହରାଇ ରାସ୍ତା...

ଟ୍ରକ୍ ର ପଛକୁ ପିଟିଲା ଓଏସ୍ଏପି ଯବାନଙ୍କ ନେଇ ଯାଉଥିବା ଭ୍ୟାନ୍ ।

ଅନୁଗୁଳ,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଅନୁଗୁଳ ୫୫ନ ଜାତୀୟ ରାଜପଥ ଜରପଡା ନିକଟରେ...

Topics

ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି l

ଭୁବନେଶ୍ୱର ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- ଚଳିତ ବର୍ଷ ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ...

କଟକରୁ ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍ ସିରପ୍ ଜବତ ।

କଟକ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- କଟକରୁ ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍...

କନ୍ଧମାଳ ଜିଲ୍ଳା ନିଶା ବିନାଶ କମିଟି ପକ୍ଷରୁ ପ୍ରାୟ ୧୨୬୫ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟl

କନ୍ଧମାଳ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- କନ୍ଧମାଳ ଜିଲ୍ଳା ନିଶା ବିନାଶ କମିଟି ପକ୍ଷରୁ...
spot_img

Related Articles

Popular Categories

spot_imgspot_img