Tuesday, April 22, 2025
15.7 C
London

ଶ୍ୱଶୁର ଘର ଉପରକୁ ବୋମା ଫିଙ୍ଗିଲା ଜ୍ୱାଇଁ ।

କଟକ,୦୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳରେ ସାମାନ୍ୟ ବଚସା କୁ ନେଇ ଶ୍ୱଶୁର ଘର ଉପରକୁ ବୋମା ଫିଙ୍ଗିଲା ଜ୍ୱାଇଁ । ଯେଉଁଥିରେ ଘରର କବାଟ, ଝରକା, କାଚ ସହ ଅନେକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଅନ୍ୟପଟେ ବୋମାମାଡ଼ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରୁଛି ।

Hot this week

କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସିଆରଆରଆଇ ଥାନା ପିସିଆର ପାଟ୍ରୋଲିଂ ବେଳେ ଦୁର୍ଘଟଣା ।

କଟକ,୨୨/୪(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସିଆରଆରଆଇ ଥାନା ପିସିଆର ପାଟ୍ରୋଲିଂ...

ଗଂଜାମ ଜିଲ୍ଲା ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆ ଘାଇ କେନାଲ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ।

ବ୍ରହ୍ମପୁର,୨୨/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଂଜାମ ଜିଲ୍ଲା ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆ ଘାଇ...

Topics

ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪ ମହଲା କୋଠା।

ନୂଆଦିଲ୍ଲୀ,୧୯/୪(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪...

ଆଜି ଆଇପିଏଲ ୨୦୨୫ର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡ଼ିୟମରେ ଖେଳାଯିବ।

ନୂଆଦିଲ୍ଲୀ,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଜି ଆଇପିଏଲ ୨୦୨୫ର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ...
spot_img

Related Articles

Popular Categories

spot_imgspot_img