ବ୍ଲକ ଅଧକ୍ଷ ନିର୍ବାଚନ ପାଇଁ ବିଜେପିରେ ଛକାପଂଜା,୧୦ ସମିତିସଭ୍ୟଙ୍କୁ ଏକାଠି କଲେ ମନ୍ତ୍ରୀ।

କୁକୁଡାଖଣ୍ଡି,୩୧/୩(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦଙ୍କ ଗତ ଜୁନ ମାସ ପରଲୋକ ପରେ ଖାଲି ପଢିଥିବା ଅଧକ୍ଷ ପଦ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ କୌଣସି ବିଜ୍ଞପ୍ତି ପାଇନଥିଲେ ସୁଦ୍ଧା ବିଜେପି ରେ ଦେଖାଦେଲାଣି ଆନ୍ତର୍କଣ୍ଡଳ ବିଜେଡି ଛାଡି ଅଧକ୍ଷା ପଦ ପାଇଁ ଆଶାୟୀ ଥିବା ସୁନିତା ସେଠି ଏବଂ ବିଷ୍ନୁପ୍ରିୟା ଙ୍କ ମଧ୍ୟରେ ଏକ ପ୍ରକାର ରାଜନୈତିକ ପ୍ରତିଯୋଗିତା ଚାଲିଥିବା ଦେଖାଦେଇଛି l ପ୍ରଥମେ ଶ୍ରୀମତୀ ସେଠି ଙ୍କ ସହ ପୂର୍ବରୁ ବି ରବୀନ୍ଦ୍ର ପାତ୍ର, ବିଷ୍ଣୁ ବେହେରା, ଲକ୍ଷ୍ମୀ ସ୍ୱାଇଁ, ତ୍ରିବେଣୀ ବେହେରା, ଅଶୋକ ଦାସ, ରେବତୀ ବେହେରା, ସୁନିତା ଦାସ, ପ୍ରତିମା ମଲ୍ଲିକ,ବବିତା ବରାଡ଼, ଥିଲେ ଦିଲ୍ଲୀ ଠାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ ଗୌତମ ଓ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀପଦ ନାୟକ ଙ୍କ ଉପସ୍ଥିତି ରେ ବିଜେପି ରେ ସାମିଲ ହେବା ପରେ ଶ୍ରୀମତୀ ପାତ୍ର ନିଜ ଶକ୍ତି ପ୍ରଦର୍ଶନ ନିମନ୍ତେ ଭୁବନେଶ୍ୱର ରେ ପରିବହନ ମନ୍ତ୍ରୀ ବିଭୁତି ଜେନା ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବ୍ଲକ ଉପାଧ୍ୟାକ୍ଷା ସହ ଲିଲି ସଂଗ୍ରାମ ସିଂ,, ସାରଥୀ ଗୌଡ଼, ଯତୀନ୍ଦ୍ର ପାତ୍ର, ନମିତା ପାତ୍ର,ଏ ରାଜଲକ୍ଷ୍ମୀ ଦାସ, ଜଗନ୍ନାଥ ଭୂୟାଁ, ସନ୍ତୋଷ ସାହୁ, କେ ସୁନିତା, ବବିତା ବରଡ଼ ୧୦ ସମିତିସଭ୍ୟ ଙ୍କୁ ଏକତ୍ରିତ କରିଛନ୍ତି କିନ୍ତୁ ବିଜେପି ରେ ମିଶିଥିବା ଅନ୍ୟ ୧୧ଜଣ ମଧ୍ୟରୁ ୨ଜଣ ହିଁ ମନ୍ତ୍ରୀ ଙ୍କ ସହ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ଅଧକ୍ଷ ପଦ ପାଇଁ ବିଜେପିରେ ଦୁଇ ସମିତିସଭ୍ୟ ଗୋଷ୍ଟି ନିଜ ପଦ ପାଇଁ ଲବି ଚଳାଇଥିବା ଜଣାପଡିଛି। କୁକୁଡାଖଣ୍ଡି ବ୍ଲକ ରାଜନୀତି କଡ଼ ଲେଉଟିଛି ଗୋଟିଏ ପଟେ ବିଷ୍ଣୁପ୍ରିୟା ପାତ୍ର ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଭୁବନେଶ୍ୱର ଯାଇ ବିଜେପିରେ ସାମିଲ ହୋଇଥିବା ବେଳେ ଅଙ୍କୁଶପୁର ସମିତି ସଭ୍ୟା ସୁନିତା ସେଠିଙ୍କ ସମେତ ୧୦ ରୁ ଉର୍ଦ୍ଧ ସମିତି କୁ ନେଇ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେପି ମାଳ ପିନ୍ଧିଛନ୍ତି I ଏହିପରି ଗୋଟେ ବିଜେଡି ଦଳ ରେ ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଛତ୍ରଛାୟା ରେ ସୀମିତ ଥିବା ବ୍ୟକ୍ତି ଅଧକ୍ଷ ପଦ ନିମନ୍ତେ ଲବି ରେ ଥିବା ବେଳେ ଅଧକ୍ଷ ପଦ ଅଳଙ୍କୃତ କରିବା ରେ ଅକ୍ଷମ ଥିବା ବେଳେ ଜଣେ ଉପାଧକ୍ଷା ପଦ ହlତେଇ ଥିଲେ l ବ ଅଧକ୍ଷଙ୍କ ବିୟୋଗ ପରେ ସରକାର ପରିବର୍ତନ ନୂତନ ସରକାର ରେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥିବା I ବର୍ତ୍ତମାନ ବିଜେପି କ୍ଷମତାକୁ ଆସିବା ପରେ ଉଭୟ ବିଜେଡି ରୁ ବିଜେପି ଦଳ କୁ ଢ଼ୋଳେଇ ଛନ୍ତି I ଏହାକୁ ନେଇ ବିଜେଡିର ବରିଷ୍ଠ ସଦସ୍ୟ ଲାଞ୍ଜିଆ ସମିତିସଭ୍ୟ କାଁହୁ ପାତ୍ର ନିନ୍ଦା କରିଛନ୍ତି କ୍ଷମତା ପାଇଁ ଦଳ ଡିଆଁ କୁ ଦୃଷ୍ଟିରେ ରଖି ଅସହ୍ୟ ହୋଇ ଘୋର ନିନ୍ଦା ପ୍ରଦର୍ଶନ କରିଛନ୍ତି l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img