Sunday, June 7, 2026
14.2 C
London

ବିଜେପିରେ ମିଶିଲେ ୧୧ ସମିତିସଭ୍ୟ,ବ୍ଲକ ଅଧକ୍ଷ ପଦ ହାତେଇବା ଲକ୍ଷ୍ୟରେ ବିଜେପି।

କୁକୁଡାଖଣ୍ଡି,୨୯/୩(ଇ ରଞ୍ଜନ ):-କୁକୁଡାଖଣ୍ଡି ବ୍ଲକର ୧୧ଜଣ ସମିତିସଭ୍ୟ ଓ ସଭ୍ୟା ମାନେ ଗୁରବାର ନୂଆଦିଲ୍ଲୀ ଠାରେ ବିଜେପି ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ ଗୌତମ ଓ ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଙ୍କ ଉପସ୍ଥିତି ରେ ବିଜେପି ସାମିଲ ହୋଇଛନ୍ତି। ବରିଷ୍ଠ ନେତା ସୁରେଶ ସେଠି ଙ୍କ ନେତୃତ୍ୱ ରେ ଅଙ୍କୁଶପୁର ସମିତିସଭ୍ୟା ସୁନିତା ସେଠି ,ବି ରବୀନ୍ଦ୍ର ପାତ୍ର, ବିଷ୍ଣୁ ବେହେରା, ଲକ୍ଷ୍ମୀ ସ୍ୱାଇଁ, ତ୍ରିବେଣୀ ବେହେରା, ସୁନିତା ଦାସ, ରେବତୀ ବେହେରା, ଅଶୋକ ଦାସ, ପ୍ରତିମା ମଳିକ, ବବିତା ବରଡ଼, ସନ୍ତୋଷ କୁମାର ସାହୁ ପ୍ରମୁଖ ସମିତିସଭ୍ୟ ମାନେ ସାମିଲ ହୋଇଥିଲେ।ବ୍ଲକ ଅଧକ୍ଷ ଙ୍କ ମୃତ୍ୟୁ ପରେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ ପଦ ପାଇଁ ଦାବିଦାର ଥିଲେ ବିଜେଡି ସମର୍ଥିତ ସମିତିସଭ୍ୟା ସୁନିତା ସେଠି, ତାଙ୍କୁ ମଧ୍ୟ ୧୪ସମିତିସଭ୍ୟ ସମର୍ଥନ କରୁଥିଲେ। ୧୦ମାସ ପରେ ମଧ୍ୟ ଅଧକ୍ଷ ନିର୍ବାଚନ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି, ବ୍ରହ୍ମପୁର ସାଂସଦ, ଗୋପାଳପୁର ବିଧାୟକ, ଦିଗପହଣ୍ଡି ବିଧାୟକ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ସାମିଲ ହୋଇଥିବା କହିଛନ୍ତି ସମିତିସଭ୍ୟ ମାନେ।

Hot this week

ବିଶ୍ୱ ପରିବେଶ ଦିବସ: ଲୋଚାପଡାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ବୃକ୍ଷରୋପଣ l

କୁକୁଡାଖଣ୍ଡି,୦୬।୦୬(ଇ ରଞ୍ଜନ):-କୁକୁଡାଖଣ୍ଡି ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ବ୍ରହ୍ମପୁର ଉପକଣ୍ଠ...

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

Topics

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...
spot_img

Related Articles

Popular Categories

spot_imgspot_img