Tuesday, April 22, 2025
9.6 C
London

ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ।

ଜଟଣୀ,୨୬/୩(କଳିଙ୍ଗ ଜାଗରଣ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଭୁବନେଶ୍ବର ଜାଗମରାସ୍ଥିତ ଫ୍ଲାଟ୍, ଖାରବେଳନଗରସ୍ଥିତ ଫ୍ଲାଟ୍, ଜଟଣୀ ପୌରପାଳିକା କାର୍ଯ୍ୟାଳୟ, ଗଞ୍ଜାମସ୍ଥିତ ପୈତୃକ ଘର ଆଦି ୧୦ଟି ସ୍ଥାନରେ ଚଢ଼ଉ କରି ତାଙ୍କ ନିକଟରୁ ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଛି।

Hot this week

ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪ ମହଲା କୋଠା।

ନୂଆଦିଲ୍ଲୀ,୧୯/୪(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪...

ଆଜି ଆଇପିଏଲ ୨୦୨୫ର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡ଼ିୟମରେ ଖେଳାଯିବ।

ନୂଆଦିଲ୍ଲୀ,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଜି ଆଇପିଏଲ ୨୦୨୫ର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ...

Topics

ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରକୁ ଏକ ଧମକପୂର୍ଣ୍ଣ ଇ-ମେଲ ବାର୍ତ୍ତା ମିଳିଛି।

ନୂଆଦିଲ୍ଲୀ,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରକୁ ବୋମା ଜରିଆରେ...

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

ଭୁବନେଶ୍ୱର,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି...
spot_img

Related Articles

Popular Categories

spot_imgspot_img