Tuesday, April 22, 2025
7.6 C
London

ନକଲି ଗାଡ଼ି ପାର୍ଟସ ସହିତ ନକଲି ମୋବିଲ ଓ ନକଲି ଇଞ୍ଜିନ ଅଏଲ ଠାବ ।

ଭୁବନେଶ୍ବର,o୬/୩(କଳିଙ୍ଗ ଜାଗରଣ ବ୍ୟୁରୋ):- ଭୁବନେଶ୍ବର ରାଜାରାଣୀ କଲୋନୀସ୍ଥିତ ଏ.କେ. ଅଟୋମୋବାଇଲ ଦୋକାନରେ ବଡ଼ଗଡ଼ ଥାନା ପୁଲିସର ଚଢ଼ଉବେଳେ ନକଲି ଗାଡ଼ିପାର୍ଟସ ସହିତ ନକଲି ମୋବିଲ ଓ ନକଲି ଇଞ୍ଜିନ ଅଏଲ ଠାବ । ଏବଂ ନକଲି ସାମଗ୍ରୀ ବିକିବା ଅଭିଯୋଗରେ ଦୋକାନର ଦୁଇ କର୍ମଚାରୀଙ୍କୁ ପୁଲିସର ପଚରାଉଚରା ଜାରିଥିବାବେଳେ  ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Hot this week

ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪ ମହଲା କୋଠା।

ନୂଆଦିଲ୍ଲୀ,୧୯/୪(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪...

ଆଜି ଆଇପିଏଲ ୨୦୨୫ର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡ଼ିୟମରେ ଖେଳାଯିବ।

ନୂଆଦିଲ୍ଲୀ,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଜି ଆଇପିଏଲ ୨୦୨୫ର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ...

Topics

ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରକୁ ଏକ ଧମକପୂର୍ଣ୍ଣ ଇ-ମେଲ ବାର୍ତ୍ତା ମିଳିଛି।

ନୂଆଦିଲ୍ଲୀ,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରକୁ ବୋମା ଜରିଆରେ...

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

ଭୁବନେଶ୍ୱର,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି...
spot_img

Related Articles

Popular Categories

spot_imgspot_img