Sunday, December 21, 2025
8.4 C
London

ପରଲୋକରେ ଓଲିଉଡ଼ର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି।

ଭୁବନେଶ୍ୱର,୨୮/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ପରଲୋକରେ ଓଲିଉଡ଼ର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି। ସେ ବହୁଦିନ ଧରି ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ଓ କିଛିଦିନ ପୂର୍ବରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବଂ ସେ ୧୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ।

Hot this week

ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ ।

ନୂଆଦିଲ୍ଲୀ,୨୦/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା...

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ l

ବ୍ରହ୍ମପୁର,୧୯/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ...

ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ l

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ...

ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ l

କେନ୍ଦୁଝର ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ...

ଭାରସ୍ୟାମ ହରାଇ ୪୦ ଫୁଟ ତଳକୁ ଖସିଲା ବୋଲେରୋ ।

ମୟୂରଭଞ୍ଜ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା...

Topics

ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ ।

ନୂଆଦିଲ୍ଲୀ,୧୭/ ୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ...

ଗଞ୍ଜାମକୁ ଫେରିଛନ୍ତି ବିଦେଶି ପକ୍ଷୀ l

ବ୍ରହ୍ମପୁର,୧୭/ ୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ...

ଗାଈ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ...
spot_img

Related Articles

Popular Categories

spot_imgspot_img