Saturday, December 20, 2025
6.7 C
London

ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାକ ଗିରଫ ।

ଜଗତସିଂହପୁର ,୨୭/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଆଇଆଇସି ଜଣଙ୍କ ସେହି ଥାନାର ଜଣେ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଫେରାର ହୋଇ ଯାଇଥିଲେ।

Hot this week

ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ ।

ନୂଆଦିଲ୍ଲୀ,୨୦/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା...

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ l

ବ୍ରହ୍ମପୁର,୧୯/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ...

ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ l

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ...

ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ l

କେନ୍ଦୁଝର ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ...

ଭାରସ୍ୟାମ ହରାଇ ୪୦ ଫୁଟ ତଳକୁ ଖସିଲା ବୋଲେରୋ ।

ମୟୂରଭଞ୍ଜ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା...

Topics

ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ ।

ନୂଆଦିଲ୍ଲୀ,୧୭/ ୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ...

ଗଞ୍ଜାମକୁ ଫେରିଛନ୍ତି ବିଦେଶି ପକ୍ଷୀ l

ବ୍ରହ୍ମପୁର,୧୭/ ୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ...

ଗାଈ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ...
spot_img

Related Articles

Popular Categories

spot_imgspot_img