Tuesday, December 16, 2025
11 C
London

ଗୋପାଳପୁର ଥାନା ପୁଲିସ ଏକ ଡକାୟତି ଗ୍ୟାଙ୍ଗର  ୭ଜଣକୁ ଗିରଫ କରିଛି।

ବ୍ରହ୍ମପୁର,୧୮/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗୋପାଳପୁର ଥାନା ପୁଲିସ ଏକ ଡକାୟତି ଗ୍ୟାଙ୍ଗର  ୭ଜଣକୁ ଗିରଫ ସେମାନଙ୍କ ଠାରୁ ଗୋଟିଏ ଟାଟା ସୁମୋ ଗାଡ଼ି,୨ ଟି ଖଣ୍ଡା,୪ ଟି ଲୁହା ରଡ଼, ୨ ଟା ଖାଲି ମଦ ବୋତଲ, ୩୫୦୦ ଟଙ୍କା ସମେତ ୭ ଟି ମୋବାଇଲ ଫୋନ ଜବତ କରିଛି। ୭ ଅଭିଯୁକ୍ତ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ସାଇ ବିହାରର ଚିନୁ ବିଷୋୟୀ (୨୩), ସଦର ଥାନା ଅନ୍ତର୍ଗତ ହୁଗୁଳାପଟାର ରାଜା ମହାରଣା (୨୦)  ବାବୁଲା ନାୟକ(୧୯),ସିତୁନ ସ୍ବାଇଁ (୧୯),ସିତମ ସ୍ବାଇଁ(୨୧)କିରଣ ସ୍ବାଇଁ (୨୨),ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ବଡ଼ସାହିର ସାଗର ରାଉଳ ।ସେମାନେ ରାଜପଥରେ ଥିବା ପେଟ୍ରୋଲ ପମ୍ପ ଓ ଟ୍ରକ ମାନଙ୍କରୁ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା l

Hot this week

ଗାଈ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ...

ଧାନକଟା ମେସିନ୍ ରେ କଟି ଚାଷୀଙ୍କ ମୃତ୍ୟୁ ।

ବାଲେଶ୍ଵର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବାଲେଶ୍ଵର ଜିଲ୍ଲା ବର୍ଦ୍ଧନପୁର ଥାନା ନିକଟସ୍ଥ ସାହାଜ...

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗର ନିକଟରେ କାର୍ ଦୁର୍ଘଟଣା ।

ଛତ୍ରପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ଯାଜପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ।

ବ୍ରହ୍ମପୁର,୧୩/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସମ୍ପୃକ୍ତ ବିକ୍ରମ...

Topics

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

ଭୁବନେଶ୍ୱର,୧୩/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ନିଜକୁ ଭିଜିଲାନ୍ସ ଅଧିକାରୀ କହି ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଭୁବନେଶ୍ୱର,୧୩/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ନିଜକୁ ଭିଜିଲାନ୍ସ ଅଧିକାରୀ କହି ଟଙ୍କା ଆଦାୟ...

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଛି ।

ନୂଆଦିଲ୍ଲୀ,୧୨/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ପ୍ରବୀଣ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ...
spot_img

Related Articles

Popular Categories

spot_imgspot_img