Monday, June 9, 2025
11.4 C
London

ଯାତ୍ରୀବାହୀ ବସ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା,୧୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ।

ନୂଆଦିଲ୍ଲୀ,୧୫/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ପ୍ରୟାଗରାଜର ମିର୍ଜାପୁର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବୋଲେରୋରେ ଥିବା ୧୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ସମସ୍ତ ଛତିଶଗଡ କୋରବା ଜିଲ୍ଲାru ଏକ ବୋଲେରୋ ଯୋଗେ ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜ ଯାଉଥିଲେ। ଏବଂ ବସ୍ ରେ ଥିବା ୧୯ ଜଣ ଯାତ୍ରୀ ମଧ୍ୟପ୍ରଦେଶ ରାଜଗଡ ଅଞ୍ଚଳର ହୋଇଥିବାବେଳେ ସେମାନେ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଶାଳିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଭିଣୋଇ ।

ବ୍ରହ୍ମପୁର,୦୫/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଚଢିଆପଲ୍ଲୀ ଗ୍ରାମରେ ଶାଳିକୁ ଟାଙ୍ଗିଆରେ...

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍.ଦିଲ୍ଲୀପ ଚୌଧୁରୀ।

ବ୍ରହ୍ମପୁର ,୩୧/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବିର...

ପାରିବାରିକ କଳହରୁ ଗଛରେ ଝୁଲିପଡି ଜୀବନ ହାରିଲେ ଦମ୍ପତ୍ତି ।

କେନ୍ଦୁଝର,୩୧/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ପାରିବାରିକ...

ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ପରଲୋକ।

କାମାକ୍ଷାନଗର,୩୦/୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା...

ଲାଞ୍ଚ ନେଇ ଧରା ପଡିଲେ ଭୁବନେଶ୍ବର ଇଡିର ବରିଷ୍ଠ ଅଧିକାରୀ ଚିନ୍ତନ ରଘୁବଂଶୀ ।

ଭୁବନେଶ୍ୱର,୩୦/୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଲାଞ୍ଚ ନେଇ ଧରା ପଡିଲେ ଭୁବନେଶ୍ବର ଇଡିର ବରିଷ୍ଠ...

Topics

ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଭୁବନେଶ୍ୱର,୨୮/୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ...

ଦୁଇ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା,ଦୁଇ ମୃତ ।

ବୌଦ୍ଧ,୨୮/୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଗୋନ୍ଦିସର ନିକଟରେ...
spot_img

Related Articles

Popular Categories

spot_imgspot_img