Saturday, July 26, 2025
17.6 C
London

ଟ୍ରକକୁ ଅଟକାଇ ଡକାୟତି ଉଦ୍ୟମ ବେଳେ ତିନି ଗିରଫ l

ବ୍ରହ୍ମପୁର,୧୦/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ ବିଲୁ ଢ଼ାବା ସମ୍ମୁଖରେ ଟ୍ରକକୁ ଅଟକାଇ ଡକାୟତି ଉଦ୍ୟମ ବେଳେ ତିନି ଗିରଫ l ସେମାନେ ସ୍ଥାନୀୟ ଲୋକଙ୍କ ହାହାତରେ ଧରା ପଡିଥିବାବେଳେ ଗୋପାଳପୁର ପୁଲିସର ଜିମା ଦିଆଯାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଗୋଷାଣୀ ନୂଆଗାଁ ବୃନ୍ଦାବନ ସାହିର ରାଜେଶ ମହାପାତ୍ର,ବନ୍ଧ ସାହିର ଦିପକ ପଣ୍ଡା ଓ ତୋଟା ସାହିର ସୋନୁ ପାଢ଼ୀ । ଏବଂ ସେମାନଙ୍କ ନିକଟରୁ ୫ ଶହ ଟଙ୍କା, ଗୋଟିଏ ଛୁରୀ ସମେତ ୩ ଟି ମୋବାଇଲ ଫୋନ ଜବତ ହୋଇଛି ।

Hot this week

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ।

ଭୁବନେଶ୍ୱର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ...

୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

ସମ୍ବଲପୁର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା...

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି ।

ପିପିଲି,୦୯/୭((କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା,...

Topics

ଆଜି ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ।

ପୁରୀ,୦୬/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ସିଂହଦ୍ଵାର ସମ୍ମୁଖରେ ତିନି ରଥ l ଆଜି ରଥ...

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ...
spot_img

Related Articles

Popular Categories

spot_imgspot_img