Thursday, September 18, 2025
18.1 C
London

କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା,୩ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ।

ଭୁବନେଶ୍ଵର,୧୦/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ଵର ବଡଗଡ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ବାଇକରେ ଥିବା ୩ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବଡଗଡ ପୁଲିସ୍ କାର୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏବଂ ଉକ୍ତ କାର୍ ଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା।

Hot this week

ବାପାର ଶବ ନେଇ ଆମ୍ବୁଲାନ୍ସ ଯୋଗେ ଆସୁଥିବାବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ ।

ମୟୂରଭଞ୍ଜ ,୧୫/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ବାପାର ଶବ ନେଇ ଆମ୍ବୁଲାନ୍ସ ଯୋଗେ...

ବେଆଇନ୍ ବାଣ କାରଖାନା ଉପରେ କରଞ୍ଜିଆ ପୋଲିସର ଅତର୍କିତ ଚଢାଉ ।

ମୟୂରଭଞ୍ଜ ,୧୫/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କୁରୁଳିଆ ଗାଁରେ...

ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି ।

ନିମାପଡା,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି...

ନେପାଳରେ ଫସି ରହିଛନ୍ତି ୨୩ ଜଣ ଓଡିଆ ।

ନେପାଳ,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ନେପାଳରେ ହିଂସା ଜାରି ଥିବାବେଳେ ନେପାଳର ପଶୁପତିନାଥ ଦର୍ଶନ...

ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

ବ୍ରହ୍ମପୁର,୦୯/୯(ଇ ରଞ୍ଜନ):- ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ...

Topics

କୁକୁଡ଼ାଖଣ୍ଡି କଂଗ୍ରେସ ପକ୍ଷରୁ ସଙ୍ଗଠନ ସୁଜନ୍ ଅଭିଯାନ ଅନୁଷ୍ଟିତ l

କୁକୁଡ଼ାଖଣ୍ଡି ,୦୯/୯(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ନିକଟରେ ଆଜି...

ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍ ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଭାରତ ବିଜୟ ମୁକୁଟ ପିନ୍ଧିଛି।

ନୂଆଦିଲ୍ଲୀ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍...
spot_img

Related Articles

Popular Categories

spot_imgspot_img