Tuesday, April 22, 2025
9.6 C
London

ନବ ବରବଧୂଙ୍କ ଗାଡିକୁ ପିଟିଲା ଟ୍ରକ ।

ସମ୍ୱଲପୁର,୦୭/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ସମ୍ୱଲପୁର ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ କୁଲୁଣ୍ଡି ନିକଟରେ ନବ ବର ବଧୂଙ୍କ ଗାଡିକୁ ପିଟିଲା ଟ୍ରକ । ଫଳରେ ନବ ବର ବଧୂ ସହ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇ ସମ୍ବଲପୁର ଡାକ୍ତରଖାନାରେ ଭର୍ତି ଥିବାବେଳେ ସମସ୍ତ ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରୁଥିଲେ ।

Hot this week

ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪ ମହଲା କୋଠା।

ନୂଆଦିଲ୍ଲୀ,୧୯/୪(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪...

ଆଜି ଆଇପିଏଲ ୨୦୨୫ର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡ଼ିୟମରେ ଖେଳାଯିବ।

ନୂଆଦିଲ୍ଲୀ,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଜି ଆଇପିଏଲ ୨୦୨୫ର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ...

Topics

ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରକୁ ଏକ ଧମକପୂର୍ଣ୍ଣ ଇ-ମେଲ ବାର୍ତ୍ତା ମିଳିଛି।

ନୂଆଦିଲ୍ଲୀ,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରକୁ ବୋମା ଜରିଆରେ...

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

ଭୁବନେଶ୍ୱର,୧୬/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି...
spot_img

Related Articles

Popular Categories

spot_imgspot_img