Sunday, July 27, 2025
20.9 C
London

ଜଲାପୁଟ ଜଳଭଣ୍ଡାରରେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା ।

କୋରାପୁଟ,୦୨/୨(କଳିଙ୍ଗ ଜାଗରଣ ବ୍ୟୁରୋ):-କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା । ଫଳରେ ଡଙ୍ଗାରେ ଥିବା ୩ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ କୂଳକୁ ଫେରିଆସିଥିବାବେଳେ ଅନ୍ୟ ଦୁଇଜଣ ଛାତ୍ର ନିଖୋଜ । ସେମାନେ ହେଲେ ଜଲାପୁଟ ଗାଁର ଶିବ ହନ୍ତାଳ, ଅମିତ ହନ୍ତାଳ, ଗୌତମ ଖେମୁଣ୍ଡୁ l ଏବଂ ସେମାନେ ଜଲାପୁଟ ଜଳଭଣ୍ଡାର ବୁଲିବାକୁ ଯାଇଥିଲେ। ସେପଟେ ଘଟଣାସ୍ଥଳରେ ନନ୍ଦପୁର ପୋଲିସ, ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

Hot this week

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ।

ଭୁବନେଶ୍ୱର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ...

୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

ସମ୍ବଲପୁର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା...

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି ।

ପିପିଲି,୦୯/୭((କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା,...

Topics

ଆଜି ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ।

ପୁରୀ,୦୬/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ସିଂହଦ୍ଵାର ସମ୍ମୁଖରେ ତିନି ରଥ l ଆଜି ରଥ...

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ...
spot_img

Related Articles

Popular Categories

spot_imgspot_img