Sunday, July 27, 2025
19.3 C
London

ପୁଣି ମୟୁରଭଞ୍ଜ ଶିମିଳିପାଳରୁ ବନବିଭାଗ ଦୁଇ ଜଣ ଶିକାରୀକୁ ଗିରଫ କରିଛି ।

ମୟୁରଭଞ୍ଜ,୨୮/୧(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁଣି ମୟୁରଭଞ୍ଜ ଶିମିଳିପାଳରୁ ୫ଜଣ ଶିକାରୀ ଠାବ ହୋଇଥିବାବେଳେ ବନବିଭାଗ ଦୁଇ ଜଣ ଶିକାରୀକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ ,ଗୋଟିଏ ହରିଣ ଶିଙ୍ଘ ଏବଂ ଗୋଟିଏ ସମ୍ବର ଶିଙ୍ଘ ଜବତ ହୋଇଥିବାବେଳେ ଗିରଫ ଦୁଇ ଅଭିଯୁକ୍ତ ହେଲେ କପ୍ତିପଦା ଅଞ୍ଚଳର ରାଜକିଶୋର ନାୟକ ଏବଂ କାଳୀଚରଣ ଦେହୁରୀ । ସମସ୍ତ ଶିକାରୀ ମାରଣାସ୍ତ୍ର ଧରି ଶିକାର ପାଇଁ ଜଙ୍ଗଲକୁ ଯାଇଥିବାର ଦୃଶ୍ୟ ଯାହା କ୍ୟାମେରାରେ କଏଦ ହୋଇଥିଲା ।

Hot this week

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ।

ଭୁବନେଶ୍ୱର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ...

୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

ସମ୍ବଲପୁର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା...

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି ।

ପିପିଲି,୦୯/୭((କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା,...

Topics

ଆଜି ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ।

ପୁରୀ,୦୬/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ସିଂହଦ୍ଵାର ସମ୍ମୁଖରେ ତିନି ରଥ l ଆଜି ରଥ...

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ...
spot_img

Related Articles

Popular Categories

spot_imgspot_img