ବିକାଶପୁର ନୂତନ ରାସ୍ତା ନିମ୍ନମାନ ଯୋଗୁଁ ରାସ୍ତା ରେ ଉଠୁଛି ପିଚୁ, ବିଭାଗ ପକ୍ଷରୁ ତଦନ୍ତ ଦାବି l

କୁକୁଡାଖଣ୍ଡି,୧୮/୧(ଇ.ରଞ୍ଜନ):-ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତ ଠାରୁ ରାସ୍ତା ମହୁଡା ବିକାଶପୁର ରlମଗୁଡ଼ା ରାସ୍ତା କିଛି ଅତି ନିକଟରେ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ ସେଥିରୁ ପିଚୁ ଉଠୁଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟାତ କରୁଥିବା ବେଳେ ଦୁଇଗୋଟି ପଞ୍ଚାୟତର ପ୍ରାୟ ପନ୍ଦର ଗ୍ରାମର ଅଧିବାସୀ ଏହି ରାସ୍ତା ଉପରେ ସମ୍ପୂର୍ଣ ନିର୍ଭରଶୀଳ। ପୁଣି ଅତି ନିକଟରେ ରାମଗୁଡା ଭଳି ପର୍ଯ୍ୟଟନସ୍ଥଳୀ। ଯାହା ବର୍ତ୍ତମାନ ସୁଦ୍ଧା ଲୋକଲୋଚନକୁ ଆସି ନ ଥିଲେ ମଧ୍ୟ ଏହାର ପ୍ରାକୃତିକ ସୋଉନ୍ଦର୍ଯ୍ୟରେ ବିମୋହିତ ହୋଇ ଦୈନନ୍ଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଗଞ୍ଜାମ ଜିଲ୍ଲାରୁ ଏଠାକୁ ଆସିଥାନ୍ତି। ଆଉ ଏଭଳି ସ୍ଥଳେ ଏ ରାସ୍ତାଟି ମୁଖ୍ୟ ରାସ୍ତା ପାଲଟି ଥିବା ବେଳେ ନିର୍ମାଣର ପାଞ୍ଚ ଛଅ ମାସ ନ ପୁରୁଣୁ ରାସ୍ତାରୁ ଉଠୁଛି ପିଚୁ ସହ ମେଟlଲ। ଏବେ ଦେଖନ୍ତୁ ରାସ୍ତା ଉପରେ କେତେ ପତଳା ଭାବେ ପିଚୁ ପଡ଼ିଛି ଓ କିଭଳି ହାତ ଦେଲା ମାତ୍ରେ ପିଚୁ ଉଠିଯାଇ ତଳେ ପୂର୍ବରୁ ଥିବା ପୁରୁଣା ପିଚୁ ଦୃଶ୍ୟମାନ ହେଉଛି। ଜନସାଧାରଣଙ୍କ ସ୍ୱାର୍ଥକୁ ଭୁଲିଯାଇ ଆବଶ୍ୟକ ଅନୁଯାୟୀ ପିଚୁ ପଡ଼ି ନାହିଁ, ବରଂ ଯେତେ କମରେ ହୋଇ ପାରିବ ସେହି ଅନୁସାରେ ପିଚୁ ପକାଯାଇଛି। ଯାହାର ଫଳ ସ୍ୱରୂପ ପାଦରେ ଚାଲି ଗଲାବେଳେ ବି ପିଚୁ ବାହାରି ଯାଉଥିବା ବେଳେ ସମସ୍ତ ହାଲୁକା ଓ ଭାରିଯାନ ଯିବ କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସହ ପ୍ରଶାସନର ଭୂମିକାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଉପୁଜିଛି ସନ୍ଦେହର ବାତାବରଣ। ସ୍ୱଳ୍ପ ସମୟରେ ରାସ୍ତାର ଏହିଭଳି ଅବସ୍ଥlକୁ ନେଇ ଏବେ କୁହୁଳି ବାରେ ଲାଗିଛି ଜନ ଅସନ୍ତୋଷ। ଆଉ ମାତ୍ର କେଇଟା ଦିନ ପରେ ରାସ୍ତାସାରା ପିଚୁ ବାହାରିଯିବ ଏବଂ ଗୋଡ଼ି ଏଣେ ତେଣେ ବିଛେଇ ହୋଇ ପଡ଼ି ରହିବା ସହ ଜାଗାରେ ଜାଗାରେ ଖାଲଖମା ସୃଷ୍ଟି ହେବ। ଯାହାଦ୍ଵାରା ବହୁ ସଂଖ୍ୟାରେ ଗlଡିମୋଟର ଗୁଡିକ ସ୍ଲିପ ହୋଇ ଦୁର୍ଘଟଣା ଗସ୍ତ ହେବା ସହ ଯାତାୟତରେ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେବ। ସରକାର ଆଦିବାସି ଅଧ୍ୟୁଷିତ ଅଞ୍ଚଳର ବିକାଶ ଓ ଉନ୍ନତଦାୟକ ଜୀବନଯାପନ ନିମନ୍ତେ ଯୋଜନ ଉପରେ ଯୋଜନା ଆଣି କୋଟି କୋଟି ତାଙ୍କ ଖର୍ଚ୍ଚ କରୁଥିବା ବେଳେ ଏହିଭଳି ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ(ଆର.ଡି)ର କାର୍ଯ୍ୟ ନିମ୍ନ ମାନର ରାସ୍ତା ଧର୍ମକୁ ଆଖିଠାର ନୁହେଁ ତ ଆଉ କଣ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ତେଣୁ ଯଥାଶୀଘ୍ର ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗୀୟ ଅଧିକାରୀ ରlସ୍ତlକlମର ତଦାରଖ କରି ଏକ ଉନ୍ନତ ମାନର ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଅନ୍ତୁ, ନଚେତ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି ସମସ୍ତ ଅଞ୍ଚଳବାସୀ।

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img