ବ୍ରହ୍ମପୁର,୦୭/୧(ଡି.ଏଚ୍.ବ୍ୟୁରୋ):-ବ୍ରହ୍ମପୁର ଏମକେସିଜି ପୁରୁଣା ମେଡିକାଲ ବିଲ୍ଡିଂରେ ଅଗ୍ନିକାଣ୍ଡ । ସେମିନାର ହଲରେ ନିଆଁ ଲାଗିବା ଫଳରେ ପ୍ରବଳ ଧୁଆଁ ବାହାରିଥିଲା । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ କେହି ଆହତ ହୋଇ ନାହାନ୍ତି । ଏବଂ ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ।