Sunday, July 27, 2025
20.9 C
London

ନୟାଗଡ଼ ରିଜର୍ଭ ପୁଲିସର ୩ ଜଣ ହାବିଲଦାର ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ ।

ନୟାଗଡ,୦୩/୧(ଡି.ଏଚ୍.ବ୍ୟୁରୋ):- ନୟାଗଡ଼ ଏସ୍‌ପି ଏସ. ସୁଶ୍ରୀ ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ରିଜର୍ଭ ପୁଲିସର ୩ ଜଣ ହାବିଲଦାର ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରି ଛନ୍ତି। ନିଲମ୍ବିତ ହୋଇଥିବା ୪ ଜଣ ପୁଲିସ କର୍ମଚାରୀ ହେଲେ ହାବିଲଦାର ଦୁର୍ଗାମାଧବ ଡୋରା, ସଞ୍ଜୟ ମହାପାତ୍ର, ସନ୍ତୋଷ ମହାପାତ୍ର ଏବଂ କନଷ୍ଟେବଳ ଦିଲ୍ଲୀପ ବେହେରା। ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇ ଥିଲା।ଫଳରେ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Hot this week

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ।

ଭୁବନେଶ୍ୱର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ...

୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

ସମ୍ବଲପୁର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା...

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି ।

ପିପିଲି,୦୯/୭((କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା,...

Topics

ଆଜି ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ।

ପୁରୀ,୦୬/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ସିଂହଦ୍ଵାର ସମ୍ମୁଖରେ ତିନି ରଥ l ଆଜି ରଥ...

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ...
spot_img

Related Articles

Popular Categories

spot_imgspot_img