ଭୁବନେଶ୍ୱର,୦୯।୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଭୁବନେଶ୍ବର କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀରାଜେଶ ଚନ୍ଦ୍ର ମହାନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ ଭୁବନେଶ୍ୱର ବାସଭବନ ସରକାରୀ କର୍ଯ୍ୟାଳୟ ସମେତ, କଟକ, ଢେଙ୍କାନାଳ ଓ ଯାଜପୁରre ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି କରିଛି।




