ଟାଙ୍ଗୀ,୦୭।୪(କଳିଙ୍ଗ ଜାଗରଣ ବ୍ୟୁରୋ):- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅଧିନସ୍ଥ ରତନପୁର ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଦୀଲିପ କୁମାର ପ୍ରଧାନ, ସରକାରୀ ତହବିଲରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଆତ୍ମସାତ କରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବାଲିପାଟଣା ବ୍ଲକର ପାମ୍ପାଲୋ ଓ ରାଜସ ପଞ୍ଚାୟତର ବୃଦ୍ଧ-ବୃଦ୍ଧା, ଭିନ୍ନକ୍ଷମଙ୍କ ମଧୁବାବୁ ପେନ୍ସନ୍ ଯୋଜନାରେ ଆସିଥିବା ଟଙ୍କା ସେ ହେରଫର କରିଥିଲେ ।




