ବୌଦ୍ଧ,୩୧।୩(କଳିଙ୍ଗ ଜାଗରଣ ବ୍ୟୁରୋ):-ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ବାରକୁଡ଼ା ଛକରେ ପୋଲିସର ଚଢ଼ାଉ ବେଳେ ପ୍ରାୟ ୧୦ କେଜି ଓଜନର ଗଞ୍ଜେଇ ଜବତ ସହ ରିଜର୍ଭ ପୋଲିସ କନେଷ୍ଟବଳ ନିଧି ସାହୁ ଗିରଫ l ସେ ନିଜ ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ିବସିଲା ପୋଲିସ । ଏହାସହ ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ ।




