ନୂଆଦିଲ୍ଲୀ,୨୫।୦୩(କଳିଙ୍ଗ ଜାଗରଣ ବ୍ୟୁରୋ):-ଦିଲ୍ଲୀର କରୋଲ ବାଗ୍ ଅଞ୍ଚଳରେ ଏକ ସ୍ଲିପର୍ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୩ଜଣ ଆହତ ହୋଇସ୍ଥାନୀୟ ମେଡିକାଲ ରେ ଭର୍ତି ।ଏବଂ ଉକ୍ତ ବସଟି ରାଜସ୍ଥାନରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା ।

Hot this week
Free News - Where voices unite, stories flourish, and community thrives through open dialogue and meaningful connections.
Get important news delivered directly to your inbox and stay connected!