ମଦଭାଟି ଉଛେଦ ନେଇ ସଦରଥାନା ଜିଲ୍ଲାପାଳ କାର୍ଯ୍ୟାଳୟରେ ଗ୍ରାମବାସି l

କୁକୁଡାଖଣ୍ଡି,୨୦/୩(ଇ ରଞ୍ଜନ):-କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମ ନିକଟରେ ଥିବା ଦେଶୀ ମଦ ଭାଟି କୁ ଉଛେଦ କରିବା କୁ ନେଇ ବ୍ରହ୍ମପୁର ସଦରଥାନା ଏବଂ ଜିଲ୍ଲାପାଳ ଙ୍କୁ ଅବଗତ କରିଛନ୍ତି l ଗ୍ରାମବାସି ଗୁରୁବାର ସଦରଥାନା କୁ ଡେଙ୍ଗାପଦର ଗ୍ରାମବାସି ୩ ଟି ଚାରି ଛକିଆ ଗାଡି ସହାୟତାରେ ଶତାଧିକ ମହିଳା ଏବଂ ପୁରୁଷ ଥାନା ରେ ପହଂଚି ଥାନା ଅଧିକାରୀଙ୍କୁ ମଦ ଭାଟି ଉଛେଦ ସମ୍ପର୍କ ରେ ଅବଗତ କରିଥିଲେ l ଗ୍ରାମରେ ମଦ କାରବାର ସମ୍ପୂର୍ଣ ବନ୍ଦ କରିବା କୁ ଗ୍ରାମବାସି ଓଡି ବସିଥିଲେ lବୁଧବାର ରାତ୍ର ରେ ବିଭିନ୍ନ ବିଦେଶୀ ମଦ ଏକ ପିକଅପ ଭେନ ରେ ଗ୍ରାମମଧ୍ୟରେ ପହଂଚିଥିଲା ଡ୍ରାଇଭର ଜଣକ ଗ୍ରାମର କୌଣସି ବ୍ୟକ୍ତିଙ୍କୁ ଦୃଘଟଣା କରି ଆହତ କରିବା ରୁ ଗ୍ରାମବାସି ଏକତ୍ରିତ ହୋଇ ମଦ ସମ୍ପୂର୍ଣ ବନ୍ଦ ସହ ବେଆଇନ ମଦ କୁ ଜବତ କରିବା କୁ ଓଡି ବସିଥିଲେ l ସଦର ପୁଲିସ ଘଟଣାସ୍ଥଳରେ ପହଂଚି ମଦ ଜବତ କରିବାରେ ସହାୟକ ହୋଇଥିଲେ l ଗ୍ରାମବାସିଙ୍କ ମତ ଅନୁଯାଇ ଗ୍ରାମରେ ମଦ କାରବାର ବ୍ୟାପକ ହୋଇଥିବା ଯୋଗୁଁ ରାସ୍ତା ରେ ମହିଳା ମାନେ ଅସୁରକ୍ଷିତ ମଣୁଛନ୍ତି l ଏହା ଦୀର୍ଘ ବର୍ଷ ଧରି ପେଟି ପେଟି ବିଦେଶୀ ମଦ ବେଆଇନ ରେ ବିକ୍ରି ହେଉଥିବା ସ୍ୱତେ ବି ପୁଲିସ କିମ୍ବା ଅବକାରୀ ପୁଲିସ ଧରିବା ରେ ବିଫଳ ହୋଇଥିବା ରୁ ମଦ୍ୟପ ଏବଂ ବିକ୍ରେତା ଙ୍କ ଦୌରାଆତ୍ମ୍ୟ ବୃଦ୍ଧି ପାଉଛି ତେଣୁ ମଦ କାରବାର ସମ୍ପୂର୍ଣ ବନ୍ଦ କରିବା ସହ ସରକାରୀ ଲାଇସେନ୍ସ ପ୍ରାପ୍ତ ଭାଟି କୁ ଉଛେଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କିରିବା କୁ ଗ୍ରାମବାସି ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଙ୍କୁ ଦାବି ପ୍ରଧାନ କରିଥିଲେ l ଥାନା ଅଧିକାରୀ ଶ୍ରୀ ବେହେରା ବେଆଇନ ମଦ ସମ୍ପୂର୍ଣ ବନ୍ଦ କରିବା କୁ ପ୍ରତିଶୃତି ଦେଇଥିଲେ l ସରକାରୀ ଦୋକାନ ଭାଟି କୁ ସରକାରଙ୍କ ଅନୁମତି ପରେ କାର୍ଯ୍ୟକ୍ଷମ କରିବେ ବୋଲି କହିଛନ୍ତି l ନିକଟରେ ବ୍ଲକ ଉପାଧକ୍ଷା ବିଷ୍ଣୁ ପ୍ରିୟା ପାତ୍ର ଏବଂ ସମାଜ ସେବୀ ଉଦୟ ବେହେରା ଲୋକଙ୍କୁ ବୁଝା ସୁଜା କରିଥିଲେ ପରେ ଲୋକେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img