ଗାଡ଼କଣ ବର୍ଷା ଭିଲେଜ ଭାଗବତ ଟୁଙ୍ଗିରେ ପଖାଳ ଖାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଭୁବନେଶ୍ୱର,୧୮/୩(ଲିପିକା ରାଣୀ ରାଉତ):- ଗାଡ଼କଣ ବର୍ଷା ଭିଲେଜ ଭାଗବତ ଟୁଙ୍ଗି ରେ ପଖାଳ ଖାଇବା କାର୍ଯ୍ୟକ୍ରମ ସକାଳ ୧୦ଘଟିକା ରେ ଅନୁଷ୍ଠିତ ହୋଇ ଯାଇଛି। ଗ୍ରୀଷ୍ମ ଋତୁରେ ସମସ୍ତେ ପଖାଳ ଖାଇବା କୁ ଆହ୍ୱାନ କରାଯାଉଛି,ଭାଗବତ ଟୁଙ୍ଗି ବର୍ଷା ଭିଲେଜ ଗାଡ଼କଣ ଭାଗବତ ଟୁଙ୍ଗି ଓ ପଖାଳ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଡ଼ ହରିହର କାନୁନଗୋ, ମାତୃ ପ୍ରସାଦ ମିଶ୍ର ,ଡ଼ ନାରାୟଣ ମହାପାତ୍ର, ଅଭିରାମ ପରମ ହଂସ କରମଳା ଆଶ୍ରମ ବାବା, ଅସିତ ବାବା ,ବିଜୟ କୁମାର ଦାଶ ପ୍ରମୁଖ ଯୋଗ ଦେଇ ତାଙ୍କର ଆଶ୍ରିବଚନ ପ୍ରଦାନ କରି ଥିଲେ । ଡ଼ ଭଗବାନ ଦାଶ ଓ ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଇଁ ରବି ନାରାୟଣ ମହାପାତ୍ର ,ଭାରତୀ ଭୂଷଣ ପଟ୍ଟନାୟକ ,ତ୍ରିଲୋଚନ ନାୟକ, ପ୍ରଦୀପ କୁମାର ସାହୁ, ଚୈତନ୍ୟ ନାୟକ, ପ୍ରଶାନ୍ତ ପାତ୍ର ,ଦିଲ୍ଲୀପ ମିଶ୍ର, ବଂଶୀଧର ନାୟକ, କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଜୟ ପଣ୍ଡା, ଅଶୋକ ବଳ, ତନ୍ମୟ ଜେନା ,ଶରତ ମହାପାତ୍ର ,ସଞ୍ଜୟ ମିଶ୍ର ,ମଧୁ ମାଧବ ଜେନା, ବିଜୟ ଭାଇ ପ୍ରମୁଖ ଓ ଭାଗବତ ଟୁଙ୍ଗି ର ସଭାପତି ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଜଗନ୍ନାଥ ସଂସ୍କୃତି କୁ ଭଲ ପାଉଥିବା ଜଗନ୍ନାଥ ପ୍ରେମୀ ମାନେ ଯୋଗ ଦେଇ ଭଜନ ଶୁଣି ଭାଗବତ ଟୁଙ୍ଗି ରେ ପଖାଳ ଭୋଜନ ର ଆନନ୍ଦ ନେଇ ଥିଲେ । ମହାପ୍ରଭୁ ଙ୍କ ସଂସ୍କୃତି ଆମ ସଂସ୍କୃତି ଆମର ଅସ୍ମିତା ଓ ଅନ୍ୟତମ ପରିଚୟ ହେଲା ପଖାଳ, ଆମ ପୂର୍ବ ପୁରୁଷ ମାନେ ଅlମଙ୍କୁ ପଖାଳ ଖାଇବାକୁ ଶିଖାଇଯାଇଛନ୍ତି l ଆଜି ଓଡ଼ିଆଙ୍କ ଅନ୍ୟତମ ପରିଚୟ ” ପଖାଳ” ଆସନ୍ତୁ ଆମ ଐତିହ୍ୟ, ପରମ୍ପରା ଓ ସଂସ୍କୃତି କୁ ବଂଚେଇ ରଖିବା ଆମ ପଖାଳ ଆମ ପାଇଁ ଅମୃତ ଆମ ଐତିହ୍ୟ ପାଇଁ ଆମେ ଗର୍ବିତ,ଆମେ ସାଧାରଣ ଉପାସ ବ୍ରତ ରେ ସାଗୁ ପଖାଳ ଓ ଚୁଡା ପଖାଳ ଖାଇ ଥାଉ, ଅନ୍ୟ ଦିନ ମାନଙ୍କ ରେ ଅର୍ଣ୍ଣ ପଖାଳ ଖାଇ ଥାଉ, ଓଡ଼ିଆ ଘର ର ଅସଲ ସ୍ୱାଦ ପଖାଳ ,ପଖାଳ ଏହି ଛୋଟିଆ ତିନୋଟି ଅକ୍ଷରରେ ତିଆରି ଶବ୍ଦଟି ଆମ ଓଡ଼ିଆଙ୍କ ଜନଜୀବନ ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇ ରହିଛି। ଖୁସିର କଥା ଏହା କେବଳ ଆଉ କେବଳ ଓଡ଼ିଆଙ୍କ ଜନଜୀବନ ସହିତ ଯୋଡି ହେଇ ରହିଛି ।ଧନୀରୁ ନିର୍ଦ୍ଧନୀ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇ ପାରିବେ; ପଖାଳ ଖାଇଲେ ମୁଣ୍ଡ ଥଣ୍ଡା, ଆମେ ଓଡ଼ିଆ, ଆମ ମହାପ୍ରଭୁ ଭାରି ବଢିଆ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ନାରାୟଣ ମହାପାତ୍ର ଶ୍ରୀ ଭଗବାନ ଦାଶ ସଭାପତି ଜୟ ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img