ପୁରୀ,୧୩/୦୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ପୁରୀ ମାଟିଆପଡ଼ା ଛକ ନିକଟରେ ସଂଘବଦ୍ଧ ଭାବେ ଦୁଇ ଜଣ ଯୁବକଙ୍କୁ ଖଣ୍ଡlରେ ଆକ୍ରମଣ l ଜଣେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥା ରେ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର । ଖବର ପାଇ ତାଳବଣିଆ ଥାନା ପୁଲିସ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




