ସୋନପୁର,୧୧/୦୨(କଳିଙ୍ଗ ଜାଗରଣ ବ୍ୟୁରୋ):-ସୋନପୁର ଜିଲ୍ଲା ବିନିକାର ନୂଆପଡ଼ା ଠାରେ ସାମାନ୍ୟ ବଚସାକୁ ନେଇ ଛୁରାମାଡ଼ । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଏବଂ ମୃତକ ନୂଆପଡ଼ାର ସୋମନାଥ ମେହେର ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




