ସାତ ତାଲୁକା ଏଲମା ସମାଜର ନୂତନ କର୍ମକର୍ତ୍ତା ଚୟନ l

କୁକୁଡାଖଣ୍ଡି ,୩୧/୦୧(ଇ ରଞ୍ଜନ):-କୁକୁଡାଖଣ୍ଡି ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆଜି ଏଲମା ସମ୍ପ୍ରଦାୟ ର ସମସ୍ତ ତାଲୁକା ର ସଦସ୍ୟ ମାନଙ୍କୁ ନେଇ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶା ସୀମା ତଟବର୍ତ୍ତୀ ପୋଡ଼ସୀ ଆନ୍ଧ୍ରପ୍ରଦେଶର 7ଟି ଗ୍ରାମର ସଦସ୍ୟ ଏବଂ ଦକ୍ଷିଣ ଓଡିଶା ଗଞ୍ଜାମ ଜିଲ୍ଲାର ୫୫ଟି ଗ୍ରାମର ସାତ ତାଲୁକାର ସମସ୍ତ ଏଲମା ସମାଜର ସଭାପତି, ସମ୍ପାଦକ, କୋଷାଧକ୍ଷ ମିଳିତ ଭାବେ ଏହି ବୈଠକ ରେ ଉପସ୍ଥିତ ଥିଲେ l ଏହି ବୈଠକ ସମସ୍ତ ଏଲମା ସମାଜର ସଦସ୍ୟ ମାନେ ମନ ରେ ଭାଇଚାରା ସୃଷ୍ଟି କରି ସମାଜର କିଭଳି ଅଗ୍ରଗତି ହେବା ସହ ସମାଜ ର ନାମ ସରକାରଙ୍କ ନିକଟରେ ପଞ୍ଜିକୃତ କରିବା ସହ ସରକାରଙ୍କ ପାଠ ପଡା ରେ ସ୍କଲାରସିପ, ନିଯୁକ୍ତି କ୍ଷେତ୍ରରେ କିଭଳି ତାଲିକା ଭୁକ୍ତ ହେବେ ତାହା ନେଇ ସମଗ୍ର ଦେଶ ରେ ଓବିସି ତାଲିକା ରେ ପଞ୍ଜିକୃତ ଦ୍ୱାରା ସରକାର ଙ୍କ ଓବିସି ପାହ୍ୟା ରେ ତାଲିକା ଭୁକ୍ତ ହେବେ ତାହା କୁ କର୍ମକର୍ତ୍ତା ମାନେ ଆପ୍ରାଣ ପ୍ରଚେଷ୍ଟା ଜାରି ରଖିବେ ବୋଲି ବୈଠକ ରେ ମତବ୍ୟକ୍ତ କରିଥିଲେ l ଏହି ବୈଠକ ରେ ନୂତନ ସାତ ତାଲୁକା ଚୟନ କମିଟିରେ l ସଭାପତି ସାକା ସୁଜିତ କୁମାର ଉପସଭାପତି କେ. ଦୁର୍ଗାପ୍ରସାଦ,ସମ୍ପାଦକ ଇପିଲି ଋଷିଆ,ସହ ସମ୍ପାଦକ – ଆଲୁ ସାକିଲି,କୋଷାଦକ୍ଷ – ବାଇ ରାମଚନ୍ଦ୍ର ଆବାହକ – ଡି. ବିଶ୍ଵନାଥ, ଏନ.ରଘୁନାଥ, ଆର. ମାଧବ ନାଇଡ଼ୁ, ବାଇରୀ ନିରଞ୍ଜନ, ଅଦଲ ନନ୍ଦକିଶୋର, ବାତିନି ଧର୍ମା ରାଓ, ଇପିଲି କ୍ରିଷ୍ଣା ରାଓ (ଜିଲ୍ଲା ପରିଷଦ, ଶ୍ରୀକାକୁଲମ ଜିଲ୍ଲା, ଅନ୍ଧ୍ରପ୍ରଦେଶ)ଏହି ବୈଠକରେ ମୁମ୍ବାଇ ଉତ୍କଳ ଏଲମା ମହା ସମାଜର ସଭାପତି ପନାଡ଼ ଶ୍ୟାମ ଘନ ସମ୍ପାଦକ ବୋଦଲ ରାଜେନ୍ଦ୍ର, ତାଲୁକା ର ସଭାପତି ବି. ରବି, ଏ. ସୁଦର୍ଶନ, ଇ. ସୁଦର୍ଶନ, ଏ. ନନ୍ଦ କିଶୋର, ଆର. ଦିନ ବନ୍ଧୁ, ମାଣ୍ଡା. ଶ୍ୟାମବାବୁ, ଆର. ମାଧବଙ୍କ ସମେତ କମିଟି ଏସ ଦଣ୍ଡପାଣି ମଧ୍ୟ ଯୋଗ ଦେଇଥିଲେ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img