Thursday, June 4, 2026
17.7 C
London

ପ୍ରବାସୀ ଓଡ଼ିଆ ସଂସ୍ଥା KBSS ଦ୍ୱାରା ଗୁରୁଗ୍ରାମରେ ସରସ୍ବତୀ ପୂଜା ପାଳନ l

ଭୁବନେଶ୍ୱର,୩୦/୦୧(ଲିପିକା ରାଣୀ ରାଉତ):-ରାଷ୍ଟ୍ରୀୟ ରାଜଧାନୀର ଅଗ୍ରଣୀ ସାମାଜିକ ସଂସ୍ଥା ” କଳିଙ୍ଗ ବୀର ସେବା ସଂଗଠନ ” {KBSS} ଦ୍ୱାରା ସେକ୍ଟର- ୨୧, ଗୁରୁଗ୍ରାମ ଠାରେ ଗତ ୨୩ରୁ ୨୫ ଜାନୁଆରୀ ତିନି ଦିନ ଧରି ପବିତ୍ର ବସନ୍ତ ପଞ୍ଚମୀ ଉପଲକ୍ଷେ ମା ସରସ୍ବତୀ ଙ୍କର ପୂଜା ବଡ ଧୁମ ଧାମ ରେ ପାଳନ କରାଯାଇଅଛି Iପ୍ରଥମ ଦିନ ସନ୍ଧ୍ୟା ରେ ଛୋଟ ପିଲା ମାନଙ୍କ ଦ୍ୱାରା ଚିତ୍ରାଙ୍କନ,ନୃତ୍ୟ ,ଗୀତ,କୁଇଜ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ମାଧ୍ୟମ ରେ ନିଜର ମାତୃଭାଷା ଓ ମାତୃଭୂମି ବିଷୟରେ ସଚେତନ ବାର୍ତା ର ଆୟୋଜନ କରା ଯାଇଥିଲା I ଦ୍ଵିତୀୟ ସନ୍ଧ୍ୟା ରେ ହେମନ୍ତ ସେନାପତି ଟିମ ଦ୍ୱରା ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା ତୃତୀୟ ଦିନ ସନ୍ତୋଷ ରାଉତ ଙ୍କ ସୁର ମଲହାର ଟିମ ଦ୍ୱାରା ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ସହ ଓଡିଶା ର ନାମୀ ଦାମୀ କଣ୍ଠ ଶିଳ୍ପୀ ଶର୍ମିଷ୍ଠା ସରକାର ଯୋଗ ଦେଇ କାର୍ଯ୍ୟକ୍ରମ କରା ଯାଇଥିଲା I ପ୍ରତିଦିନ ସନ୍ଧ୍ୟା ରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା I ସଂସ୍ଥାର ସଭାପତି ମନୋଜ ସାହୁ ଏବଂ ସମସ୍ତ ସଭ୍ୟ ମାନଙ୍କ ଦ୍ୱାରା ରାସ୍ତା କଡରେ ପଥଚାରୀ ମାନଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ ବିତରଣ କରା ଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଦୁଇ ରୁ ତିନି ହଜାର ପ୍ରବାସୀ ଓଡ଼ିଆ ଏକତ୍ରିତ ହୋଇ ଉଭୟ ଦିନ ମା ସରସ୍ବତୀ ଙ୍କର ଆଶୀର୍ବାଦ ନେବା ସହ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ , ତଥା ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ର ଆନନ୍ଦ ଲାଭ କରିଥିଲେ I ନିମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ସମାଜ ସେବି ଅକ୍ଷୟ ସାମଲ , ସଞ୍ଜୟ ଦାସ ,ଡାକ୍ତର ରଜନିଷ, ରଂଜିତ ପ୍ରସାଦ,ପ୍ରଭାକର ପାଲ, ରାକେଶ ଲାମ୍ବା, ପ୍ରକାଶ ୟାଦବ, ନିତ୍ୟାନନ୍ଦ ରାଉତ, ପ୍ରମୋଦ ବଳ,ମନରଞ୍ଜନ ମହାନ୍ତି, ଦିପକ ରତ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପୋଭୋଗ କରିଥିଲେ I ଆଗାମୀ ଦିନରେ ଏହି ସଂସ୍ଥା , ଗଣା ରକ୍ତ ଦାନ ଶିବିର ,ମାଗଣା ସ୍ୱାସ୍ଥ ସେବା ତଥା ଗୋ-ସେବା ଉପରେ କଳିଙ୍ଗ ବୀର ସେବା ସଙ୍ଘଠନ ପରିବାର ଗୁରୁତ୍ୱ ନେବେ କହିଥିଲେ I ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରାଇବା ପାଇଁ ସଂସ୍ଥାର ସଭାପତି ମନୋଜ ସାହୁ, ସମ୍ପାଦକ ଅନିଲ ଜେନା ,କୋଷାଧକ୍ଷ ସୁଧାଂଶୁ ସାହୁ, ସୁରେନ୍ଦ୍ର ମାଣିକ, ପ୍ରଶାନ୍ତ ନାଥ, ଉମେଶ ନାୟକ, ସନ୍ତୋଷ ପରିଡା,ଶିବ ପ୍ରସାଦ, ନିଷ୍ଠା ରାଣା, ଜୟନ୍ତ, ଗୋପୀ ନାଥ, ଅସିତ ମଲ୍ଲିକ , ସାଗର ନାୟକ , ମହେନ୍ଦ୍ର ଦାସ ,ବିକ୍ରମ ପରିଡା, ଉମେଶ ନାୟକ, ବସନ୍ତ ବିଶ୍ୱାଳ, ,ନବ କିଶୋର ପାତ୍ର, ଉଦୟ ରାଉତ, ସଂଗ୍ରାମ ଦାସ , ସମୀର ଦାସ, ଜଗନ୍ନାଥ ଦଳାଈ, ଅଭିରାମ ଦାସ, ସଞ୍ଜୟ ବେହେରା , ପୀତବାସ ବେହେରା, ଗୌତମ ଝା , ଅମର ବେହେରା,ପ୍ରଶାନ୍ତ ରାଉତ,ରାକେଶ,ଶିବଶଙ୍କର, ଉଦୟ ନାଥ,ଜୋତୀ ରଞ୍ଜନ, ପ୍ରଦୀପ୍ତ ସେଠି,ସୁଶୀଲ ମହାଲ୍ଲିକ,ସୋମଲ୍ଲିନ ଦାସ, ଚିତ୍ତରଞ୍ଜନ,ଅଭୟ କୁମାର,ଏବଂ ସମସ୍ତ ସଭ୍ୟ ମାନଙ୍କର ବିଶେଷ ଭୂମିକା ରହିଛି I

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img