ବ୍ରହ୍ମପୁର,୨୧/୦୧(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁରରେ ଜଣେ ମହିଳାଙ୍କ ଠାରୁ ଅଶ୍ଳୀଳ ଫଟୋ ଧମକ ଦେଇ ଲୁଟି ନେଲେ ୨ଲକ୍ଷ ଟଙ୍କା l ସମ୍ପୃକ୍ତ ମହିଳାଙ୍କ ଅଶ୍ଳୀଳ ଫଟୋ ପର୍ଣ୍ଣ ୱେବସାଇଟରେ ଥିବା କହି ପ୍ରଥମେ ୭୦ହଜାର ଟଙ୍କା ପରେ ମହିଳାଙ୍କ ଠାରୁ ୧ଲକ୍ଷ ୩୦ହଜାର ଲୁଟି ନେଇଥିଲା ସାଇବର ଲୁଟେରା । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ବାଲେଶ୍ୱର ରାଉତରା ଗାଁରୁ ଅଭିଯୁକ୍ତ ଚନ୍ଦନ କୁମାର ଜେନା ଙ୍କୁ ଗିରଫ କରାଛି ।




